Indus Valley Times

କେନ୍ଦୁଝର : ମାଲବାହୀ ଟ୍ରେନ ଧକ୍କାରେ ଜଣଙ୍କର ମୃତ୍ୟୁ

 Breaking News

କେନ୍ଦୁଝର : ମାଲବାହୀ ଟ୍ରେନ ଧକ୍କାରେ ଜଣଙ୍କର ମୃତ୍ୟୁ

December 22
10:59 2022

ପଦ୍ମପୁର,୨୨/୧୨: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାଦଗଡ ରେଳ ଫାଟକରୁ ୫୦ମିଟର ଦୂରରେ ଆଜି ଭୋର ୪ଟା ବେଳେ ଏକ ମାଲବାହୀ ଟ୍ରେନ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ।
ପ୍ରାପ୍ତ ସୂଚନା ଅନୁସାରେ,ବ୍ୟକ୍ତି ଜଣଙ୍କ ଘରେ ପାରିବାରିକ କଳହକୁ କେନ୍ଦ୍ର କରି ଘରୁ ଚାଲି ଆସିଥିଲେ। ସେ ରେଳଧାରଣା ଉପରେ ଶୋଇ ପଡ଼ିଥିବାବେଳେ ଗୋହାଲଡିହି ପଟୁ କେନ୍ଦୁଝର ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମାନସିକ ଅଘାତ ପାଇ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031