Indus Valley Times

ଛତୁ ଖାଇ ଦୁଇ ପରିବାରର ୬ଜଣ ମେଡିକାଲରେ ଭର୍ତ୍ତି

 Breaking News

ଛତୁ ଖାଇ ଦୁଇ ପରିବାରର ୬ଜଣ ମେଡିକାଲରେ ଭର୍ତ୍ତି

ଛତୁ ଖାଇ ଦୁଇ ପରିବାରର ୬ଜଣ ମେଡିକାଲରେ ଭର୍ତ୍ତି
July 06
19:43 2023

ଭଦ୍ରକ,୬/୭: ଛତୁ ତରକାରୀ ଖାଇ ଗୋଟିଏ ପରିବାରର ୬ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଶିଶୁ। ଅନ୍ୟ ୨ ଜଣ ହେଉଛନ୍ତି ମହିଳା। ଭଦ୍ରକ ଜିଲ୍ଲା ରାହଞ୍ଜ ଗାଁରେ ଘଟିଛି ଏହି ଘଟଣା।
ରାହଞ୍ଜ ଗାଁର ଲକ୍ଷ୍ମୀପ୍ରିୟାଙ୍କ ପରିବାରର ଲୋକେ ଛତୁ ଆଣି ରୋଷେଇ କରିଥିଲେ। ଘର ପାଖରୁ ସେମାନେ ସେହି ଛତୁ ତୋଳି ଆଣିଥିଲେ। ତେବେ ତାହା କି ଛତୁ ଥିଲା, ତାହା ଜଣାପଡ଼ିନାହିଁ।
ଛତୁକୁ ରୋଷେଇ କରି ଖାଇବା ପରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେମାନଙ୍କୁ ସ୍ଥାନୀୟ ଲୋକେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031