Indus Valley Times

ଜାଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଗଛରେ ପିଟିହେଲା କାର, ୬ ମୃତ

 Breaking News

ଜାଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଗଛରେ ପିଟିହେଲା କାର, ୬ ମୃତ

ଜାଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଗଛରେ ପିଟିହେଲା କାର, ୬ ମୃତ
March 01
16:46 2022

ନୂଆପଡ଼ା, ୧/୩: କୁହାଯାଇଥାଏ ଦ୍ରୁତ ଗତି, ମହା ବିପତ୍ତି। ସଡ଼କ ସୁରକ୍ଷା, ଜୀବନ ରକ୍ଷା। ରାସ୍ତାରେ ଯିବା ବେଳେ ଏହି ଦୁଇଟି ଜିନିଷ ପ୍ରତି ଧ୍ୟାନ ଦିଆଗଲେ ଜୀବନ ସୁରକ୍ଷିତ ରହିଥାଏ ଓ ପରିବାର ସୁଖମୟ ହୋଇଥାଏ। ଆଉ ଗାଡ଼ି ଚଳାଇବା ସମୟରେ ଯଦି ଚାଳକ ସତର୍କତା ପ୍ରତି ଦୃଷ୍ଟି ନରଖନ୍ତି, ତା’ହେଲେ ମରଣ ସୁନିଶ୍ଚିତ। ନୂଆପଡ଼ା ଜିଲ୍ଲାରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି।
ରାସ୍ତକଡ଼ରେ ଥିବା ଗଛକୁ କାର୍ ଧକ୍କା ଦେବାରୁ ଜଣେ ମହିଳା ଓ ଶିଶୁ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କର ପରିଚୟ ଜଣାପଡ଼ି ନଥିଲେ ବି, ଏମାନେ ପଡୋଶୀ ଛତିଶଗଡ଼ର ହୋଇଥିବା ନେଇ ଚର୍ଚ୍ଚା ହେଉଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031