Indus Valley Times

ଜିଲ୍ଲା ନ୍ୟାୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ, ଯୋଗଦେଲେ ଉଚ୍ଚ ନ୍ୟାୟାଳୟର ବିଚାରପତି

 Breaking News

ଜିଲ୍ଲା ନ୍ୟାୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ, ଯୋଗଦେଲେ ଉଚ୍ଚ ନ୍ୟାୟାଳୟର ବିଚାରପତି

ଜିଲ୍ଲା ନ୍ୟାୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ, ଯୋଗଦେଲେ ଉଚ୍ଚ ନ୍ୟାୟାଳୟର ବିଚାରପତି
June 22
11:16 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୨/୬ : (ଶନିବାର )ସକାଳ ୭ ଘଟିକା ସମୟରେ ବୌଦ୍ଧ ଜିଲ୍ଲା ନ୍ୟାୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ।
ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଯୋଗ ଶିବିରରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଦେଇଥିଲେ ।
ଜିଲ୍ଲା ଓ ଦୌରା ଜଜ ପ୍ରତାପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଓ ଅଦାଲତ ଗୁଡିକର କର୍ମଚାରୀ ମାନେ ଯୋଗ ଦେଇଥିଲେ ।
ତାଲିମ ପ୍ରାପ୍ତ ଯୋଗ ପ୍ରଶିକ୍ଷିକା ସୁନିତା ଦାଶ ଯୋଗ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଅନ୍ୟ ମକ୍ଷନଙ୍କ ଦ୍ୱାରା ଯୋଗାଭ୍ୟାସ କରାଯାଇଥିଲା

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31