Indus Valley Times

ନବୀନ ପୁଣି ନଂ-୧; ‘ମୁଡ୍ ଅଫ୍ ଦି ନେସନ’ରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

 Breaking News

ନବୀନ ପୁଣି ନଂ-୧; ‘ମୁଡ୍ ଅଫ୍ ଦି ନେସନ’ରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ନବୀନ ପୁଣି ନଂ-୧; ‘ମୁଡ୍ ଅଫ୍ ଦି ନେସନ’ରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ
February 11
12:26 2024

ଭୁବନେଶ୍ୱର,୧୧/୨: ଲୋକପ୍ରିୟତାରେ ପୁଣି ୧ନଂ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଲୋକପ୍ରିୟତାରେ ସବୁଠୁ ଆଗରେ । ଇଣ୍ଡିଆ ଟୁଡେ ମୁଡ ଅଫ ଦ ନେଶନ ସର୍ଭେରେ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ।
ସଦ୍ୟ ସର୍ଭେ ଅନୁଯାୟୀ, ନବୀନଙ୍କୁ ରାଜ୍ୟର ୫୨.୭% ଲୋକେ ପସନ୍ଦ କରୁଛନ୍ତି । ଓଡ଼ିଶାରେ ସର୍ଭେ ଟିମ ୩୭୬୦ଜଣଙ୍କ ମତ ନେଇଥିଲା । ସେଥିରୁ ୫୨.୭% ଲୋକେ ନବୀନଙ୍କ କାମରେ ବେଶ ସନ୍ତୁଷ୍ଟ ଥିବା ଜଣାପଡିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031