Indus Valley Times

ପ୍ରେମିକଙ୍କୁ ଅନ୍ୟ ଜଣେ ଜୁବତୀଙ୍କ ସହ ଦେଖି ଚରମ ନିସ୍ପତି ନେଲେ ନ୍ୟୁଜ୍ ଆଙ୍କର

 Breaking News

ପ୍ରେମିକଙ୍କୁ ଅନ୍ୟ ଜଣେ ଜୁବତୀଙ୍କ ସହ ଦେଖି ଚରମ ନିସ୍ପତି ନେଲେ ନ୍ୟୁଜ୍ ଆଙ୍କର

ପ୍ରେମିକଙ୍କୁ ଅନ୍ୟ ଜଣେ ଜୁବତୀଙ୍କ ସହ ଦେଖି ଚରମ ନିସ୍ପତି ନେଲେ ନ୍ୟୁଜ୍ ଆଙ୍କର
September 04
16:17 2022

ନୂଆଦିଲ୍ଲୀ,୪/୯: ପ୍ରେମ କରି ଧୋକା ଖାଇଗଲେ ନ୍ୟୁଜ୍ ଆଙ୍କର । ପ୍ରେମ କଲେ ଲିଭ୍ ଇନ୍ ରେ ରହିଲେ ବିବାହ ଯାଏ କଥା ଗଲା । ବିବାହ ପରେ ଏକାଠି ରହିବେ ବୋଲି ୩ କୋଟି ଟଙ୍କା ଖର୍ଚ୍ଚ କରି ଏକ ଘରବି କିଣିଲେ । ବିବାହ ସ୍ଥିର ହୋଇସାରିଥିଲା । ଖୁବ୍ ଶିଘ୍ର ଦୁହିଁଙ୍କର ହାତଗଣ୍ଠି ପଡିଥାନ୍ତା ହେଲେ ବିବାହ ପୁର୍ବରୁ ପ୍ରେମିକଙ୍କ ପରକିୟା ପ୍ରିତୀକୁ ଦେଖିଦେଲେ ପ୍ରେମିକା । ଅନ୍ୟ ଜଣେ ଝିଅ ସହିତ ନିଜ ପ୍ରେମିକାଙ୍କୁ ଏକ କୋଠରିରେ ଏକାଠି ଦେଖି ନିଜକୁ ସମ୍ଭାଳି ପାରିଲେନି । ଫଳରେ ନିଜ ଜୀବନ ହାରିଦେଲେ ଯୁବତୀ ଜଣକ ।
ପ୍ରେମିକା ହେଉଛନ୍ତି ୨୭ ବର୍ଷୀୟ ନିନା ପାଚ୍‌ଲ୍‌କେ । ସେ ମେରିକାରେ ନିଜ୍ୟୁ ଆଙ୍କର ଭାବେ ଚାକିରି କରୁଥିଲେ ।
ସୁଚନା ମୁତାବକ, ନିନା ଓ ୩୮ ବର୍ଷୀୟ କାଏଲ ପାଖାପାଖି ୨ବର୍ଷ ହେବ ପ୍ରେମ ସଂମ୍ପର୍କରେ ଥିଲେ । କିନ୍ତୁ ଅଧିକାଂଶ ସମୟ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥାଏ ବୋଲି କୁହାଯାଉଛି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30