Indus Valley Times

ବୌଦ୍ଧ: ମାପ ଓଜନ ବିଭାଗର ଯୁଗ୍ମ ସହକାରୀ ନିୟନ୍ତ୍ରକ ହେଲେ ସୁରେଶ ଚନ୍ଦ୍ର ଜାନୀ

 Breaking News

ବୌଦ୍ଧ: ମାପ ଓଜନ ବିଭାଗର ଯୁଗ୍ମ ସହକାରୀ ନିୟନ୍ତ୍ରକ ହେଲେ ସୁରେଶ ଚନ୍ଦ୍ର ଜାନୀ

ବୌଦ୍ଧ:  ମାପ ଓଜନ ବିଭାଗର ଯୁଗ୍ମ ସହକାରୀ ନିୟନ୍ତ୍ରକ ହେଲେ ସୁରେଶ ଚନ୍ଦ୍ର ଜାନୀ
May 05
21:00 2022

ବୌଦ୍ଧ,୫/୫: ଗୁରୁବାର ଦିନ ବୌଦ୍ଧ ଜିଲ୍ଲା ମାପ ଓଜନ ବିଭାଗର ଯୁଗ୍ମ ସହକାରୀ ନିୟନ୍ତ୍ରକ ଭାବରେ ସୁରେଶ ଚନ୍ଦ୍ର ଜାନୀ ଯୋଗଦେଇଛନ୍ତି ।
ଏନେଇ ହୋଟେଲ ପାରିଜାତ ପେଲେସ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । କର୍ମଚାରୀମାନଙ୍କ ପକ୍ଷରୁ ନୂତନ ଅଧିକାରୀ ଶ୍ରୀ ଜାନୀଙ୍କୁ ସ୍ୱାଗତ କରାଯିବା ସହିତ ପୂର୍ବତନ ଯୁଗ୍ମ ସହକାରୀ ନିୟନ୍ତ୍ରକ ବିଦ୍ୟାଧର ବିଶ୍ୱାଳଙ୍କୁ ବିଦାୟୀକାଳିନ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସମ୍ବଲପୁର, କଳାହାଣ୍ଡି, ଫୁଲବାଣୀ, ସୋନପୁର,ନୟାଗଡ,ଭୂବନେଶ୍ୱର ଓ ବୌଦ୍ଧଜିଲ୍ଲାର ମାପ ଓଜନ କର୍ମଚାରୀମାନେ ଯୋଗଦେଇଥିଲେ ।

Tags
Share

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031