Indus Valley Times

ରାତାରାତି ପଲଟିଲା ଖୋର୍ଦ୍ଧା ରାଜନୀତି: ଦିନରେ ବିଜେପି ପାଇଁ ପ୍ରଚାର କଲେ ଖୋର୍ଦ୍ଧାର ବିଧାୟକ

 Breaking News

ରାତାରାତି ପଲଟିଲା ଖୋର୍ଦ୍ଧା ରାଜନୀତି: ଦିନରେ ବିଜେପି ପାଇଁ ପ୍ରଚାର କଲେ ଖୋର୍ଦ୍ଧାର ବିଧାୟକ

ରାତାରାତି ପଲଟିଲା ଖୋର୍ଦ୍ଧା ରାଜନୀତି: ଦିନରେ ବିଜେପି ପାଇଁ ପ୍ରଚାର କଲେ ଖୋର୍ଦ୍ଧାର ବିଧାୟକ
May 23
19:15 2024

ଭୁବନେଶ୍ୱର,୨୩/୫: ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ତେବେ ଭାଜପାରେ ମିଶିବା ପରେ ସେ କହିଛନ୍ତି, ଭାଜପା ବିପୁଳ ଜନସମର୍ଥନ ପାଉଛି। ଆଉ ଓଡ଼ିଶା ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ସେହି ପରିବର୍ତ୍ତନ ନାରାରେ ମୁଁ ସାମିଲ ହୋଇଛି। ଭାଜପା ଏକମାତ୍ର ଦଳ, ଯିଏ ବିକାଶ କାର‌୍ୟ୍ୟକୁ ଆଗକୁ ନେଇପାରିବ।
ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଚାର ସମୟରେ ଜିତୁ ଭାଜପାରେସାମିଲ ହୋଇଛନ୍ତି। ଆଉ ମିଶିବା ମାତ୍ରେ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଗୋଶାଳା ପଡ଼ିଆରୁ ବାହାରିଥିବା ରୋଡ ଶୋ’ରେ ସେ ସାମିଲ ହୋଇଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30