Indus Valley Times

ରାୟଗଡା : ଚନ୍ଦ୍ରପୁର ମାଟିର ଗର୍ବ

 Breaking News

ରାୟଗଡା : ଚନ୍ଦ୍ରପୁର ମାଟିର ଗର୍ବ

November 12
19:39 2024

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ରାୟଗଡା, ୧୨/୧୧ : ଜୟଦେବ ଭଵନ, ଭୁବେନେଶ୍ୱର ରେ “ହାପି ମୁମେଣ୍ଟସ”ତରଫରୁ ଆୟୋଜିତ ସମାରୋହ “ଚେକ ଦେ ସୁପର ୫୦” ସମ୍ମାନିତ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଅଛି ।
ଆମ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ର ଦୁଇଜଣ ସମାଜ ସେବି ଶ୍ରୀ ପ୍ରମୋଦ ସାହୁକାର, ସମାଜ ସେବକ ପରିବେଶ ବିତ ସମ୍ଭାଦିକ ଓ ଶ୍ରୀ ପ୍ରଦୀପ ଚୌଧୁରୀ ବରିଷ୍ଠ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ଚନ୍ଦ୍ରପୁର ଙ୍କୁ ପୁରସ୍କାର ପ୍ରଦାନ କରାଯାଇଅଛି ।
ପ୍ରମୋଦ ସାହୁକାର ସରକାର ଯୋଜନା କଣ? ଏହାର ସଦୁ ପଯୋଗ କିପରି କରିବା? ଆମର ଆବଶ୍ୟକତା ପୂରଣ ପାଇଁ ସରକାରଙ୍କୁ ପ୍ରଶାସନ ମାଧ୍ୟମରେ ସଚେତନ କରି ଏହାର ଉନ୍ନତି ପାଇଁ ପ୍ରୟାସ କରିବା ଲକ୍ଷ୍ୟ ନେଇ ସେ ଅଂଚଳରେ ନିଜ ସଂଗଠନ ମାଧ୍ୟମରେ ଜଣ ସାଧାରଣ ଙ୍କ ଉନ୍ନତି କରିଚାଳିଛନ୍ତି ଏବଂ ପ୍ରଦୀପ ନିଜ ସ୍କୁଲ ପରିବେଶ କିପରି ସବୁଜ ହେବା ସହ ଗାଁ ଗାଁ ରେ କିପରି ସବୁଜ ହୋଇ ପାରିବ ନିଜ ପିଲା ମାନଙ୍କ ମାଧ୍ୟମରେ ସଚେତନ କରି ଚାଲିଛନ୍ତି ଓ ଚନ୍ଦ୍ରପୁର ଅଞ୍ଚଳର ଉନ୍ନତି ପାଇଁ ସରକାର ଙ୍କୁ ସହଯୋଗ କରି ଆସୁଛନ୍ତି । କର୍ମ ହିଁ ଭଗବାନ ବାର୍ତା ର ସୁଦର ପ୍ରସାର ହୋଇଆସୁଅଛି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031