Indus Valley Times

୧୫ ଫୁଟ ତଳକୁ ଖସି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର

 Breaking News

୧୫ ଫୁଟ ତଳକୁ ଖସି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର

February 04
11:12 2023

ଗଜପତି,୪/୨: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମଧୁରାମ୍ବ ଗାଁ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ରାସ୍ତା ପାଶ୍ୱର୍ରେ ଥିବା ଖୁଣ୍ଟକୁ ଧକ୍କା ଦେଇ ୧୫ ଫୁଟ ତଳକୁ ଖସି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ମୃତ ଜଣକ ହେଲେ ଶିକୁଳିପଦର୍ ପଞ୍ଚାୟତ ପଦ୍ମପୁର ଗାଁର ଟିଟୁ ନାୟକ। ଆହତ ଜଣଙ୍କ ହେଲେ ବଡଗଡ ଥାନା ଅନ୍ତର୍ଗତ ବଳରାମପୁର ଗାଁର କାଳିଆ ନାୟକ। ଟିଟୁ ଓ କାଳିଆ ସମ୍ପର୍କରେ ଶଳା ଓ ଭିଣୋଇ ହେବେ।
ଗତକାଲି କାଳିଆ ଶୁଦ୍ଧକ୍ରିୟା ଭୋଜିରେ ଯୋଗ ଦେବା ପାଇଁ ଟୁଟୁଙ୍କ ଘରକୁ ଯାଇଥିଲା। ଉଭୟ ଶଳା ଭିଣୋଇ ସନ୍ଧ୍ୟା ସମୟରେ କୌଣସି କାମରେ ବାଇକ୍ ଯୋଗେ ଲୁହାଗୁଡ଼ି ଯାଇଥିଲେ। ପଦ୍ମପୁର ଫେରିଲା ବେଳେ ମଧୁରାମ୍ବ ଗାଁ ନିକଟରେ ବାଇକ୍ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଖୁଣ୍ଟକୁ ଧକ୍କା ଦେଇ ରାସ୍ତାର ୧୫ ଫୁଟର ତଳକୁ ଖସିପଡ଼ିଥିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031