Indus Valley Times

ଅଫତାବ ହୁସେନଙ୍କୁ ସମ୍ବର୍ଦ୍ଧନା କଲେ କଂଗ୍ରେସ ପ୍ରଭାରୀ ଡ଼.ଏ.ଚେଲାକୁମାର

 Breaking News

ଅଫତାବ ହୁସେନଙ୍କୁ ସମ୍ବର୍ଦ୍ଧନା କଲେ କଂଗ୍ରେସ ପ୍ରଭାରୀ ଡ଼.ଏ.ଚେଲାକୁମାର

December 20
15:27 2020

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଜଡ,୨୦/୧୨: ରାଜ୍ୟ କଂଗ୍ରେସ ଭବନ ଠାରେ ନୟାଗଡ ଇଟାମାଟିର ଅଫତାବ ହୁସେନଙ୍କୁ କଂଗ୍ରେସ ପ୍ରଭାରୀ ଡ଼. ଏ. ଚେଲ୍ଲାକୁମାର ଶନିବାର ଦିନ ଛାତ୍ର କଂଗ୍ରେସ କମ୍ପନ ସମାବେଶ ଅବସରରେ ସମ୍ବର୍ଦ୍ଧନା କରିଛନ୍ତି କ୍ଷ ପ୍ରଦେଶ କଂଗ୍ରେସ ସଭାପତି. ନିରଞ୍ଜନ ପଟ୍ଟନାୟକ ନୟାଗଡର ଛାତ୍ର ଅଫତାବ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କରାଇବା ପାଇଁ ଭାରତ ବର୍ଷର ସର୍ବୋଚ୍ଚ ଅଦାଲତରେ ଯାଚିକା ଉପରେ ପୁରୀରେ ଘୋଷଯାତ୍ରା ସମ୍ଭବ ହୋଇପାରି ଥିବାରୁ ତାଙ୍କୁ ଭୁୟସୀ ପ୍ରଶଂସା କରି ଜଗନ୍ନାଥଙ୍କ ପିତ୍ତଳ ମୂର୍ତ୍ତିଦେଇ ସମ୍ବର୍ଦ୍ଧିତ କରିଥିଲେ କ୍ଷ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ କାର‌୍ୟ୍ୟକାରୀ ସଭାପତି କମଳ ଚରଣ ସାହୁ ଏହି ବିଶେଷ ମୁହୂର୍ତ୍ତରେ ସାମିଲ ଥିଲେ କ୍ଷ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031