Indus Valley Times

ଆଇପିଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ: ପିନାକ ମିଶ୍ର କଟକ ଓ ପ୍ରତୀକ ସିଂ ଭୁବନେଶ୍ବର ଡିସିପି

 Breaking News

ଆଇପିଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ: ପିନାକ ମିଶ୍ର କଟକ ଓ ପ୍ରତୀକ ସିଂ ଭୁବନେଶ୍ବର ଡିସିପି

ଆଇପିଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ: ପିନାକ ମିଶ୍ର କଟକ ଓ ପ୍ରତୀକ ସିଂ ଭୁବନେଶ୍ବର ଡିସିପି
April 29
16:12 2022

ଭୁବନେଶ୍ୱର, ୨୯/୪: ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏହି ପ୍ରକ୍ରିୟାରେ ବଦଳିଛନ୍ତି କଟକ ଓ ଭୁବନେଶ୍ୱର ଡିସିପି।
କଟକ ଡିସିପି ଥିବା ପ୍ରତୀକ ସିଂହଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତ କରାଯାଇଛି। ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି। ଭୁବନେଶ୍ୱର ଡିସିପି ଥିବା ଉମାଶଙ୍କର ଦାଶଙ୍କୁ ଟ୍ୱିନ୍ ସିଟିର ଅତିରିକ୍ତ ପୁଲିସ୍ କମିଶନର (ଏସିପି) ଭାବେ ନୂଆ ଦାୟିତ୍ୱ ଦିଆଯାଇଛି।
ଏହାବାଦ ମନୋଜ କୁମାର ଛାବ୍ରା ହେଲେ ଜେଲ୍ ବିଭାଗ ଡିଜି । ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଡିଜି ଫାୟାର ସର୍ଭିସ ଦାୟିତ୍ୱ ମିଳିଥିବା ବେଳେ ଗୁଇନ୍ଦା ନିର୍ଦ୍ଦେଶକ ହେଲେ ସଞ୍ଜୀବ କୁମାର ପଣ୍ଡା ।
କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଓଏଚ କମ୍ୟୁନିକେସନ ହେଲେ ଏସ୍.କେ.ଗଜଭିୟେ । ସଫିନ ଅହମ୍ମଦ କେ. ହେଲେ ଆଇଜିପି HRPC ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031