Indus Valley Times

ଆକ୍ସନ ମୋଡରେ କମିଶନରେଟ୍ ପୋଲିସ : ଭୁବନେଶ୍ୱରର ଅନେକ ହୋଟେଲ ଓ ବାର ଗୁଡ଼ିକରେ ଯାଞ୍ଚ

 Breaking News

ଆକ୍ସନ ମୋଡରେ କମିଶନରେଟ୍ ପୋଲିସ : ଭୁବନେଶ୍ୱରର ଅନେକ ହୋଟେଲ ଓ ବାର ଗୁଡ଼ିକରେ ଯାଞ୍ଚ

October 28
10:24 2021

ଭୁବନେଶ୍ୱର, ୨୮/୧୦ : ବିରି ମାଡ ଦେଖି କୋଳଥ ଚୋପା । ଅବକାରୀ ବିଭାଗ ପରେ ଏବେ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ । ବୁଧବାର ରାତିରେ ଲଷ୍ମୀସାଗର , ଚନ୍ଦ୍ରଶେଖରପୁର , ମଞ୍ଚେଶ୍ୱର , ଇମ୍ଫୋସିଟି ଅଧୀନରେ ଥିବା ଅନେକ ହୋଟେଲ ଓ ବାର ଗୁଡିକରେ ଯାଞ୍ଚ କରାଯାଇଥିଲା ।
ତେବେ ପୂର୍ବଦିନର ଅବକାରୀ ଚଢ଼ାଉ ପରେ ପ୍ରାୟ ସବୁ ହୋଟେଲରେ ନାଚ ଗୀତ ପ୍ରୋଗ୍ରାମକୁ ବନ୍ଦ କରିଦିଆଯାଇଛି ।
ଏପରିକି ଅନେକ ହୋଟେଲକୁ ପୋଲିସ ରେଡ଼ ପୂର୍ବରୁ ଖବର ପହଂଚି ଯାଇଥିଲା । ଫଳରେ ଯେଉଁ ବାରରେ ଡ୍ୟାନ୍ସ ଚାଲୁଥିଲା ତାକୁ ବି ଗୁରୁବାର ବନ୍ଦ ଥିବାର ଦେଖିବାକୁ ମିଳିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031