Indus Valley Times

ଆଜିଠୁ ‘ଉଠ ଓଡ଼ିଆ’ ସ୍ୱାଭିମାନ ସଂକଳ୍ପ ପଦଯାତ୍ରା

 Breaking News

ଆଜିଠୁ ‘ଉଠ ଓଡ଼ିଆ’ ସ୍ୱାଭିମାନ ସଂକଳ୍ପ ପଦଯାତ୍ରା

ଆଜିଠୁ ‘ଉଠ ଓଡ଼ିଆ’ ସ୍ୱାଭିମାନ ସଂକଳ୍ପ ପଦଯାତ୍ରା
April 10
11:37 2024

ପୁରୀ, ୧୦/୪: ଆଜିଠୁ ଉଠ ଓଡ଼ିଆ ସ୍ବାଭିମାନ ସଙ୍କଳ୍ପ ପଦଯାତ୍ରା। ପୁରୀ ଶ୍ରୀମନ୍ଦିର ନିକଟରୁ ଯାତ୍ରା ବାହାରି ବୀର ହରେକୃଷ୍ଣପୁର, ସୁଆଣ୍ଡୋ, ସତ୍ୟବାଦୀ, ଧଉଳି ଦେଇ ୧୪ ତାରିଖ ପଣାସଂକ୍ରାନ୍ତି ତଥା ଓ ନବବର୍ଷ ଦିନ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବ।
ଓଡ଼ିଆ ଅସ୍ମିତା, ଓ ସ୍ବାଭିମାନ ଏବଂ ଓ ସୁରକ୍ଷା ଲକ୍ଷ୍ୟ ନେଇ ଏହି ବିରାଟ ପଦଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। ସକାଳ ୭ଟାରୁ ସିଂହଦ୍ୱାର ସାମ୍ନାରୁ ପଦଯାତ୍ରା ଆରମ୍ଭ ହୋଇଯାଇଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031