Indus Valley Times

ଆଦିବାସୀ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ପ୍ରମିଳାଙ୍କୁ ଏନସିଇଆରଟି ପକ୍ଷରୁ ଜାତୀୟ ଆଇସିଟି ପୁରସ୍କାର

 Breaking News

ଆଦିବାସୀ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ପ୍ରମିଳାଙ୍କୁ ଏନସିଇଆରଟି ପକ୍ଷରୁ ଜାତୀୟ ଆଇସିଟି ପୁରସ୍କାର

ଆଦିବାସୀ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ପ୍ରମିଳାଙ୍କୁ ଏନସିଇଆରଟି ପକ୍ଷରୁ ଜାତୀୟ ଆଇସିଟି ପୁରସ୍କାର
March 07
20:21 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୭/୩:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ପ୍ରମିଳା କୁମାରୀ ସାହୁଙ୍କୁ ନୂଆଦିଲ୍ଲୀରେ ଏନସିଇଆରଟି ପକ୍ଷରୁ ଜାତୀୟ ଆଇସିଟି ପୁରସ୍କାର ପ୍ରଦାନ କରାଯାଇଛି।
ସେ ବର୍ତ୍ତମାନ ଜଗତସିଂହପୁର ଜବାହର ନବୋଦୟ ବିଦ୍ୟାଳୟରେ ଗଣିତ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ।କରୋନା କାଳରେ ଅନଲାଇନରେ ସରଳ ବୋଧଗମ୍ୟ ଭାଷାରେ ବୁଝାଇ ସ୍ଵତନ୍ତ୍ର ଆପ୍ ବ୍ୟବହାର କରି ଶକ୍ଷକ୍ଟକ୍ସଚ୍ଚ ଙ୍ଗସଗ୍ଧଷ ଜ୍ଞବଗ୍ଧଷରଜ୍ଞବଗ୍ଧସମଗ୍ଦ ୟୁଟ୍ୟୁବ୍ ଚାନେଲ୍ କ୍ଟ୍ରକ୍ସବଜ୍ଞସକ୍ଷବଗ୍ଦବଷକ୍ଟକ୍ଟ.ମକ୍ଟଜ୍ଞ ଙ୍ଗରଭଗ୍ଦସଗ୍ଧର ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରି ଆସୁଛନ୍ତି।
ନୂଆ ଜ୍ଞାନ କୌଶଳ ଦ୍ଵାରା ସେ ଗଣିତର ଗହନତତ୍ତ୍ଵକୁ ବୁଝାଇ ପାରିଛନ୍ତି। ତାଙ୍କର ଏହି ସଫଳତାର ଶ୍ରେୟ ସ୍ଵାମୀ ଇଂ.ଶୁଭେନ୍ଦୁ ଶେଖର ସାହୁ ଶ୍ଵଶୁର ଜାତୀୟ ପୁରସ୍କାର ପ୍ରାପ୍ତ ଟିକାବାଲି ଶିକ୍ଷା ଜିଲ୍ଲା ଅଧିକାରୀ ଉଦୟନାଥ ସାହୁ, ଓଡ଼ିଆ ବିଭାଗ ଅଧ୍ୟାପକ ଡ଼.ବିଭୂତିଭୂଷଣ ଆଚାର‌୍ୟ୍ୟ, ଶଶାଙ୍କ ଶେଖର ସାହୁ ଙ୍କୁ ପ୍ରଦାନ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031