Indus Valley Times

ଆର ପାରିରେ ସିଡିଏସ ବିପିନ ରାଓ୍ଵତ, ହେଲିକପ୍ଟର ଦୁର୍ଘଟଣାରେ ହୋଇଥିଲେ ଶିକାର

 Breaking News

ଆର ପାରିରେ ସିଡିଏସ ବିପିନ ରାଓ୍ଵତ, ହେଲିକପ୍ଟର ଦୁର୍ଘଟଣାରେ ହୋଇଥିଲେ ଶିକାର

December 08
18:54 2021

ନୂଆଦିଲ୍ଲୀ,୮/୧୨: ବୁଧବାର ତାମିଲନାଡୁର କୁନ୍ନୁର ନିକଟରେ ଘଟିଥିବା ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣାରେ ସେନାମୁଖ୍ୟ ଜେନେରାଲ ବିପିନ୍ ରାୱତଙ୍କର ପରଲୋକ ଘଟିଛି। ଏହି ଦୁର୍ଘଟଣାରେ ଜେନେରାଲ୍ ରାୱତଙ୍କ ସହ ଉକ୍ତ ହେଲିକପ୍ଟରେ ସହଯାତ୍ରୀ ଥିବା ତାଙ୍କର ପତ୍ନୀ ମଧୁଲିକା ରାୱତଙ୍କର ମଧ୍ୟ ମୃତ୍ୟୁ ହୋଇଛି।
ଏ ସଂପର୍କରେ ଟୁଇଟ୍ କରି ସୂଚନା ଦେଇଛି ଭାରତୀୟ ବାୟୁସେନା। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ଯାତ୍ରା କରୁଥିବା ଅନ୍ୟ ୧୧ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ବାୟୁସେନା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031