Indus Valley Times

ଆସନ୍ତା ନଭେମ୍ବର ୨୨ ତାରିଖ ଠାରୁ ଆରମ୍ଭ ହେବ ନବମ ଶ୍ରେଣୀ ପ୍ରଥମ ସମ୍ମେଟିଭ୍ ପରୀକ୍ଷା

 Breaking News

ଆସନ୍ତା ନଭେମ୍ବର ୨୨ ତାରିଖ ଠାରୁ ଆରମ୍ଭ ହେବ ନବମ ଶ୍ରେଣୀ ପ୍ରଥମ ସମ୍ମେଟିଭ୍ ପରୀକ୍ଷା

October 21
18:49 2021

କଟକ, ୨୧/୧୦ : ନବମ ଶ୍ରେଣୀ ପ୍ରଥମ ସମ୍ମେଟିଭ୍ ପରୀକ୍ଷା ଆସନ୍ତା ନଭେମ୍ବର ୨୨ ତାରିଖ ଠାରୁ ଆମମ୍ଭ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୋର୍ଡର ଅଧ୍ୟକ୍ଷ ରାମାଶିଷ ହାଜରା ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏହି ପରୀକ୍ଷା ତିନି ଦିନ ଚାଲିବ। ଅର୍ଥାତ ନଭେମ୍ବର ୨୪ରେ ସମ୍ମେଟିଭ୍ ପରୀକ୍ଷା ଶେଷ ହେବ।
ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଦିନକୁ ୨ଟି ସିଟିଂରେ ପରୀକ୍ଷାର ଆୟୋଜନ କରାଯିବ। ପ୍ରଥମ ସିଟିଂ ସକାଳ ୯ଟାରୁ ୧୦ଟା ଓ ୨ୟ ସିଟିଂ ଦିନ ୧୧ଟାରୁ ୧୨ଟା ଭିତରେ ହେବ। ପ୍ରତି ବିଷୟରେ ୪୦ ମାର୍କର ପରୀକ୍ଷା କରାଯିବାକୁ ବୋର୍ଡ ନିଷ୍ପତ୍ତି ନେଇଛନ୍ତି। ଏଥିରୁ ୨୦ ମାର୍କ ମଲଟିପୁଲ ରବିବ। ବାକି ୨୦ ମାର୍କ ଦୀର୍ଘ ପ୍ରଶ୍ନ ରହିବ। ଏହି ପରୀକ୍ଷା ପାଇଁ ବୋର୍ଡ ପ୍ରଶ୍ନପତ୍ର ଯୋଗାଇବ। ପ୍ରତେକ ପିଲା ନିଜ ସ୍କୁଲରେ ହିଁ ପରୀକ୍ଷା ଦେବେ। କିନ୍ତୁ ଅନ୍ୟ ସ୍କୁଲରେ ପ୍ରଶ୍ନପତ୍ର ଗୁଡ଼ିକ ଯାଂଚ ହେବ। ପ୍ରଶ୍ନପତ୍ର ଗୁଡ଼ିକ ନଭେମ୍ବର ୨୩ରୁ ୩୦ ମଧ୍ୟରେ ଶେଷ ହେବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031