ଆସନ୍ତୁ ଇଂରାଜୀ ଫ୍ରେଜ୍ ବା ବାକ୍ୟାଶଂ ପଢିବା / Let’s learn English phrases with Indus Valley Times
August 19
22:27
2022
Look after somebody: To take care of somebody: ସୁନିତା ଜଣେ ନର୍ସ ବା ସେବିକା । ସେ ହସ୍ପିଟାଲାରେ ରୋଗୀମାନଙ୍କର ସେବା ଯତ୍ନ କରେ ।
Look back on something: To think about the past: ଅତୀତ ସମ୍ପର୍କରେ ଭାବିବା ।
In his old age, Hari Sahoo often looks back on his life: ଜୀବନରେ ସାୟାନ୍ନରେ ହରି ସାହୁ ନିଜ ଅତୀତ ସମ୍ପର୍କରେ ଅନେକ ସମୟରେ ଭାବୁଛନ୍ତି ।