Indus Valley Times

ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ସମାରୋହରେ ପାଳିତ

 Breaking News

ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ସମାରୋହରେ ପାଳିତ

ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ସମାରୋହରେ ପାଳିତ
September 13
10:32 2024

ବରଦା ଦାସଙ୍କ ରିପୋର୍ଟ
କଟକ,୧୩/୯ : ଗୁରୁ ପୂଜା ହିନ୍ଦୁ ସଂସ୍କୃତି ର ଏକ ଦିବ୍ୟ ପରଙ୍ଗ ପରା ।ଗତ କାଲି ସନ୍ଧ୍ୟାରେ ବକ୍ସିବଜାର ବେପାରସାହି ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଠାରେ ବହୁ ବ୍ରହ୍ମା କୁମାର ଓ କୁମାରୀ ମାନେ ସେମାନଙ୍କୁ ଦୀର୍ଘ ଦିନ ଧରି ଈଶ୍ଵରୀୟ ଜ୍ଞାନ ଦାନ ଦେଇ ଆସୁ ଥିବାରୁ ବିକେ ଝୂନୁ ଓ ବି କେ ପ୍ରତିମା ଭଉଣୀଙ୍କୁ ଉପହାର ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଧନା କରିଥିଲେ ।
ନିୟମିତ ସକାଳେ ଓ ସନ୍ଧ୍ୟାରେ ମୁରଲୀ ପାଠ ଚର୍ଚ୍ଚା ସାଙ୍ଗକୁ ଧ୍ୟାନ ଅନୁଷ୍ଠିତ ହୋଇଥାଏ । ବହୁ ଭାଇ ଭଉଣୀ ଏହାଦ୍ବାରା ଉପକୃତ ହୁଅନ୍ତି । ବିକେ ବରଦା ,ରମେଶ ,ଜୟନ୍ତୀ, ସୁଶାନ୍ତ ଆଦି ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30