Indus Valley Times

ଉଚିତ ମୂଲ୍ୟାଙ୍କନ ଦାବିରେ ସିଏଚଏସଇ କାର୍ଯ୍ୟାଳୟ ସାମନାରେ ହାତ କାଟିଦେଲେ ଯୁକ୍ତ ଦୁଇ ଡ୍ରପଆଉଟ୍ ଛାତ୍ରୀ

 Breaking News

ଉଚିତ ମୂଲ୍ୟାଙ୍କନ ଦାବିରେ ସିଏଚଏସଇ କାର୍ଯ୍ୟାଳୟ ସାମନାରେ ହାତ କାଟିଦେଲେ ଯୁକ୍ତ ଦୁଇ ଡ୍ରପଆଉଟ୍ ଛାତ୍ରୀ

September 20
16:22 2021

ଭୁବନେଶ୍ୱର,୨୦/୯ : ଯୁକ୍ତ ଦୁଇ ଡ୍ରପଆଉଟ୍ ଛାତ୍ରୀ ହାତ କାଟି ଦେଇଛନ୍ତି। ସିଏଚଏସଇ କର୍ତ୍ତୃପକ୍ଷ ଦାବି ନ ଶୁଣିବାରୁ ହାତ କାଟି ଦେଇଛନ୍ତି ଦୁଇ ଛାତ୍ରୀ। ଘଟଣାସ୍ଥଳରେ ଚନ୍ଦ୍ରଶେଖର ଥାନା ପୁଲିସ ଯୁବତୀଙ୍କୁ ବୁଝାଶୁଝା କରୁଛି ।
ମୂଲ୍ୟାୟନରେ ପକ୍ଷପାତିତା ହୋଇଥିବା ଅଭିଯୋଗ ଆଣି ୮ ଦିନ ହେବ ଆମରଣ ଅନଶନରେ ବସିଛନ୍ତି ଯୁକ୍ତ ଦୁଇ ଡ୍ରପ ଆଉଟ ଏବଂ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ।
ସମସ୍ତ ଡ୍ରପ ଆଉଟ ଓ ଏକ୍ସ ରେଗୁଲାର ପିଲାଙ୍କୁ ଦଶମ ମାର୍କ ଆଧାରରେ ମୂଲ୍ୟାଙ୍କନ କରାଯାଉ ଓ ଅଫ୍ ଲାଇନ୍ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ଏଥିସହ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁଙ୍କୁ ବହିଷ୍କାର କରାଯାଉ ବୋଲି ଆନ୍ଦୋଳନରତ ଛାତ୍ରଛାତ୍ରୀ ଦାବି କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031