Indus Valley Times

ଓଡ଼ିଶାରେ କଂଗ୍ରେସର ନିର୍ବାଚନ ପାଇଁ ମଲ୍ଲିକାର୍ଜୁନ, ରାହୁଲ ଗାନ୍ଧୀଙ୍କ ସମେତ ୪୦ ଜଣ ଷ୍ଟାର ପ୍ରଚାରକ

 Breaking News

ଓଡ଼ିଶାରେ କଂଗ୍ରେସର ନିର୍ବାଚନ ପାଇଁ ମଲ୍ଲିକାର୍ଜୁନ, ରାହୁଲ ଗାନ୍ଧୀଙ୍କ ସମେତ ୪୦ ଜଣ ଷ୍ଟାର ପ୍ରଚାରକ

ଓଡ଼ିଶାରେ କଂଗ୍ରେସର ନିର୍ବାଚନ ପାଇଁ ମଲ୍ଲିକାର୍ଜୁନ, ରାହୁଲ ଗାନ୍ଧୀଙ୍କ ସମେତ ୪୦ ଜଣ ଷ୍ଟାର ପ୍ରଚାରକ
May 04
17:11 2024

ଭୁବନେଶ୍ୱର,୪/୫: ଓଡ଼ିଶାରେ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ଓଡିଶା ଆସିବେ କଂଗ୍ରେସ ହେବିୱେଟ୍। ଶନିବାର କଂଗ୍ରେସ ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି। ତାଲିକାରେ ସୋନିଆ, ରାହୁଲ, ପ୍ରିୟଙ୍କା, ଖାର୍ଗେ, ରେବନ୍ତ ରେଡ୍ଡୀ, ଭୂପେଶ ବଘେଲ, ସଚିନ ପାଇଲଟଙ୍କ ଭଳି ନାଁ ତାଲିକାରେ ରହିଛି।
ତାଲିକାରେ ଅଳକା ଲାମ୍ବା, କହ୍ନେୟା କୁମାର, ମିନାକ୍ଷୀ ନଟରାଜନ, ଅଜୟ କୁମାର, ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ମଲୁ ଭାଟି ବିକ୍ରମ,ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଭକ୍ତ ଚରଣ ଦାସ, ଶ୍ରୀକାନ୍ତ ଜେନା, ପଞ୍ଚାନନ କାନୁନଗୋ, ବିଜୟ କୁମାର ପଟ୍ଟନାୟକ ଆଦି ସାମିଲ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031