Indus Valley Times

ଓଡି଼ଆ ଖାଦ୍ୟପେୟର ଲୋକପ୍ରିୟ ତାକୁ ସୁଦୂରପ୍ରସାରୀ କରିବାକୁ ଓଟିଡିସି ପକ୍ଷରୁ ‘ଆମଘର ଆମ ହାଣ୍ଡିଶାଳ’ କାର‌୍ୟ୍ୟକ୍ରମ, ଶନିବାର ଓ ରବିବାର ୧ଟା ୩୦ମିନିଟରେ ଡିଡି ଓଡିଆରେ ପ୍ରସାରିତ କରାଯିବ:ମୁଖ୍ୟମନ୍ତ୍ରୀ

 Breaking News

August 14
19:26 2020

ଭୁବନେଶ୍ବର ୧୪।୮: ସମଗ୍ର ବିଶ୍ୱରେ ଓଡି଼ଆ ଖାଦ୍ୟପେୟର ସ୍ପତନ୍ତ୍ର ପରିଚୟ ରହିଛି । ସେଥିପାଇଁ ଏହାର ଲୋକପ୍ରିୟ ତାକୁ ଆହୁରି ସୁଦୂରପ୍ରସାରୀ କରିବାକୁ ଓଟିଡିସି ପକ୍ଷରୁ ‘ଆମଘର ଆମ ହାଣ୍ଡିଶାଳ’ କାର‌୍ୟ୍ୟକ୍ରମ । ପଖାଳର ଲୋକପ୍ରିୟତାକୁ ଆହୁରି ସୁଦୂରପ୍ରସାରୀ କରିବାକୁ କାର‌୍ୟ୍ୟକ୍ରମକୁ ଆସନ୍ତାକାଲିଠାରୁ ପ୍ରତି ଶନିବାର ଓ ରବିବାର ଦିନ ୧ଟା ୩୦ମିନିଟରେ ଡିଡି ଓଡିଆରେ ପ୍ରସାରିତ କରାଯିବ ।
ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଓଡିଶା ଜଗନ୍ନାଥଙ୍କ ଦେଶ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ନିଜେ ୫୬ ଭୋଗୀ । ଓଡିଆ ପର୍ବ ପର୍ବାଣୀ, ପିଠା ପଣା ଓ ଖାଦ୍ୟ ରୂଚି ପ୍ରତି ମୋର ବିଶେଷ ଆଦର ରହିଛି । ଓଡିଶା ବାହାରୁ ମୋ ଘରକୁ ଆସୁଥିବା ଅତିଥିମାନଙ୍କୁ ମୁଁ କେବଳ ଓଡିଆ ଖାଦ୍ୟ ପରସିଥାଏ । ଓଡିଆ ଖାଦ୍ୟ ରୂଚିର ସ୍ବତନ୍ତ୍ର ପରିଚୟ ରହିଛି । ପଖାଳ ମୋର ଭାରି ପସନ୍ଦ । ଧନ୍ୟବାଦ ।’

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031