Indus Valley Times

ଓଲଟିଲା ଗ୍ୟାସ ଟ୍ୟାଙ୍କର: ଜାତୀୟ ରାଜପଥରେ ଗାଡି ଚଳା ଚଳ ବନ୍ଦ

 Breaking News

ଓଲଟିଲା ଗ୍ୟାସ ଟ୍ୟାଙ୍କର: ଜାତୀୟ ରାଜପଥରେ ଗାଡି ଚଳା ଚଳ ବନ୍ଦ

ଓଲଟିଲା ଗ୍ୟାସ ଟ୍ୟାଙ୍କର: ଜାତୀୟ ରାଜପଥରେ ଗାଡି ଚଳା ଚଳ ବନ୍ଦ
November 29
19:04 2022

By Surjya Narayana Panda
କୋରାପୁଟ,୨୯ ।୧୧: କୋରାପୁଟ ଜିଲ୍ଲା ରାଲେଗଡ଼ା ଗ୍ରାମପଞ୍ଚାୟତର ପଟାଙ୍ଗି ଥାନା ରାଜୁଗୁଡ଼ା ନିକଟରେ ଏକ ଗ୍ୟାସ ଟେଙ୍କର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟ୍ୟାଙ୍କରରୁ ଅଳ୍ପ ଅଳ୍ପ ଗ୍ୟାସ୍ ଲିକ୍ ହେଉଥିବା ଜଣାଯାଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ଲଗାତର ଭାବେ ଟ୍ୟାଙ୍କର ଉପରେ ପାଣି ସ୍ପ୍ରେ କରାଯାଉଛି । ଜାତୀୟ ରାଜପଥରେ ଗାଡି ଚଳା ଚଳ ବନ୍ଦ ରହିଛି । ବିଶାଖାପାଟଣାରୁ ଏକ ବୈଷୟିକ ଟିମ ଦୁର୍ଘଟନା ସ୍ଥଳକୁ ଆସୁଥୁବା ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା ଟୁଇଟ୍ କରି ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031