Indus Valley Times

ଓଡ଼ିଶାରେ ହୋଲିର ଧୁମ୍: ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

 Breaking News

ଓଡ଼ିଶାରେ ହୋଲିର ଧୁମ୍: ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ହୋଲିର ଧୁମ୍: ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
March 19
12:14 2022

ଭୁବନେଶ୍ୱର, ୧୯/୩ : ଆଜି ହେଉଛି ରଙ୍ଗର ପର୍ବ ହୋଲି । ଏଥିପାଇଁ ଉତ୍ସବ ମୁଖର ଗାଁଠୁ ସହର । ସବୁଠି ଉତ୍ସାହର ମୋହେଲ ଦେଖିବାକୁ ମିଳୁଛି । ଦୀର୍ଘ ଦୁଇ ବର୍ଷ ପରେ ହୋଲିକୁ ଧୂମଧାମରେ ପାଳନ କରୁଛନ୍ତି ଲୋକେ ।
କରୋନ କଟକଣା ଟିକେ କୋହଳ ହୋଇଥିବାରୁ ଲୋକଙ୍କ ମଧ୍ୟର୍ ଉତ୍ସାହ ଡବଲ ହୋଇଯାଇଛି । ତେବେ ଏହି ରଙ୍ଗର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ସମସ୍ତ କୋଭିଡ ନିୟମ ପାଳନ କରି ଉତ୍ସବରେ ସାମିଲ ହୁଅନ୍ତୁ। ସମସ୍ତେ ସୁସ୍ଥ ରୁହନ୍ତୁ ଓ ଖୁସିରେ ରୁହନ୍ତୁ । ଏହାହିଁ ମୋର ରାଜ୍ୟବାସୀଙ୍କୁ କାମନା ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031