Indus Valley Times

କଟକରେ ପୁଣି ୬୦ କରୋନା ସଂକ୍ରମିତ ଚିହ୍ନଟ

 Breaking News

କଟକରେ ପୁଣି ୬୦ କରୋନା ସଂକ୍ରମିତ ଚିହ୍ନଟ

କଟକରେ ପୁଣି ୬୦ କରୋନା ସଂକ୍ରମିତ ଚିହ୍ନଟ
July 26
14:09 2020

ଭୁବନେଶ୍ୱର,୨୭/୬: କଟକ ସହରରୁ ୬୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚୌଦ୍ଵାର ସର୍କଲ ଜେଲର ଜଣେ କର୍ମଚାରୀ, ଷଷ୍ଠ ବାଟାଲିୟନର ଯବାନ, ରେଭେନ୍ସା ଇଷ୍ଟ ହଷ୍ଟେଲର କର୍ମଚାରୀ, ଏକ ପ୍ରତିଷ୍ଠିତ ହୋଟେଲର ୨ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
ସେହିପରି କଣ୍ଟେନମେଣ୍ଟ ଜୋନ ତଥା ଖଟବିନ ସହିରୁ ପୁଣି ୧୩ଜଣ, ପୁରୁଣା ରାଉସାପାଟଣାରୁ ୧୧, ବାରି ଲେନରୁ ୨,ଏମ ଦାସ ତଥା ଅର୍ବନ ପିଏଚସି ଅଞ୍ଚଳରୁ ୮ଜଣ, ଦେୱାନ ବଜାରରୁ ୨, ଶଙ୍କରପୁର ପରିଡା ସାହିରୁ ୩, କେଶରପୁରରୁ ୨,ଗୋଠମୂଲିରୁ ୨, ସିଡ଼ିଏ ସେକ୍ଟର ୭ ନମ୍ବରରୁ ୧, ଜଗତପୁର, ମଧୁପଟଣା, ମାଲଗୋଦାମ, ଜୟ ଜୟଦୁର୍ଗା ଲେନ, ସାଇଲୋ ଝରପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୪ରେ ପହଞ୍ଚିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031