Indus Valley Times

କଣ୍ଠଶିଳ୍ପୀ ଦିତୀୟ ସାଲବେଗ ଭିକାରୀ ମହମ୍ମଦ ଙ୍କ ବିୟୋଗରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

 Breaking News

କଣ୍ଠଶିଳ୍ପୀ ଦିତୀୟ ସାଲବେଗ ଭିକାରୀ ମହମ୍ମଦ ଙ୍କ ବିୟୋଗରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

November 05
21:02 2020

କିଶୋର ମହାପାତ୍ର ଙ୍କ ରିପୋର୍ଟ

ନୟାଗଡ଼: ନୟାଗଡ଼ ଜିଲ୍ଲାର ବିଶିଷ୍ଟ କଣ୍ଠଶିଳ୍ପୀ ଦିତୀୟ ସାଲବେଗ ଭିକାରୀ ମହମ୍ମଦ ଙ୍କ ବିୟୋଗରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ତଥା ସମାଜସେବୀ ରୋଟାରୀ ଆନ ପ୍ରମୋଦ ପଟ୍ଟନାୟକଙ୍କ ପୈାରହିତ ରେ ଆୟୋଜିତ ଏହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭାରେ ସ୍ବର୍ଗତ ଭିକାରୀ ମହମ୍ମଦ ଙ୍କର ଆତ୍ମାର ସଦଗତି କାମନା କରି ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ସଭାରେ ଯୋଗଦେଇ ଆଇନଜୀବି  ରଞ୍ଜିତ ଦାସ, ବିଶ୍ବନାଥ ମହାପାତ୍ର, ଗୋକୁଳ ଷଡ଼ଙ୍ଗୀ, ବିଜୟାନନ୍ଦ ମହାପାତ୍ର ପ୍ରମୁଖ ସ୍ବର୍ଗତ ଭିକାରୀ ମହମ୍ମଦ ଙ୍କର ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031