Indus Valley Times

କନ୍ଧମାଳ : ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମହାନତା

 Breaking News

କନ୍ଧମାଳ : ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମହାନତା

February 19
19:50 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୧୯/୨ :କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମହାନତା ।ଫୁଲବାଣୀ ହାଟପଦାରେ ଜଣେ ବୃଦ୍ଧ ଅଚେତ ଅବସ୍ଥାରେ ପଡିଥିଲେ । ଏହି ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ତେବେ ବୃଦ୍ଧ ଜଣଙ୍କ ଆମ୍ବୁଲାନ୍ସରେ ନିଜର ବ୍ୟାଗ ଛାଡ଼ିଦେଇଥିଲେ ।ଆମ୍ବୁଲାନ୍ସ ଡ୍ରାଇଭର ସୁନୀଲ କୁମାର ସାହୁ ବ୍ୟାଗଟିକୁ ସୁରକ୍ଷିତ ରଖିବା ସହ ବୃଦ୍ଧଙ୍କ ଠିକଣା ପାଇ ତାକୁ ଫେରାଇଛନ୍ତି ।
ବୃଦ୍ଧଙ୍କ ବ୍ୟାଗରେ ୬ ହଜାର ଟଙ୍କା ସହ ବହୁ ମୂଲ୍ୟବାନ କାଗଜ ପତ୍ର ରହିଥିଲା । ବ୍ୟାଗ ଫେରି ପାଇବା ପରେ ଆମ୍ବୁଲାନ ଡ୍ରାଇଭରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ବଳସକୁମ୍ପା ପଞ୍ଚାୟତ ନୁଆସାହିର ଦେବାର୍ଜନ କୁଦେଇ ଲୋଭର ବଶବର୍ତ୍ତୀ ନହୋଇ ବୃଦ୍ଧ ବ୍ୟକ୍ତିଙ୍କୁ ବ୍ୟାଗ ଫେରାଇଥିବା ଡ୍ରାଇଭର ଏହା ତାଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031