Indus Valley Times

କରୋନାରେ ଆକ୍ରାନ୍ତ ହେଲେ ଓଡ଼ିଆ ଅଭିନେତ୍ରୀ ଉଷସୀ ମିଶ୍ର

 Breaking News

କରୋନାରେ ଆକ୍ରାନ୍ତ ହେଲେ ଓଡ଼ିଆ ଅଭିନେତ୍ରୀ ଉଷସୀ ମିଶ୍ର

କରୋନାରେ ଆକ୍ରାନ୍ତ ହେଲେ ଓଡ଼ିଆ ଅଭିନେତ୍ରୀ ଉଷସୀ ମିଶ୍ର
October 07
10:15 2021

ଭୁବନେଶ୍ୱର ୭/୧୦ : କରୋନାରେ ଆକ୍ରାନ୍ତ ହେଲେ ଓଡିଆ ଅଭିନେତ୍ରୀ ଉଷସୀ ମିଶ୍ର । ତାଙ୍କର କୋଭିଡ଼ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏବେ ସେ ଆଇସୋଲେସନ୍ରେ ଥିବା ଜଣାପଡିଛି ।
ଖବର ଅନୁଯାୟୀ, ଉଷସୀ ମିଶ୍ର କିଛି ଦିନ ତଳେ ନିଜର ଆର୍ଟିପିସିଆର୍ ଟେଷ୍ଟ କରିଥିଲେ । ଏଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଏନେଇ ଉଷସୀ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ସୂଚନା ଦେଇଛନ୍ତି ।
ଗତ କିଛି ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେମାନ ଯଥାଶୀଘ୍ର ନିଜର କରୋନା ଟେଷ୍ଟ କରାଇନେବାକୁ ଉଷସୀ ପରାମର୍ଶ କରିଛନ୍ତି ।
ସେପଟେ ଉଷସୀ କରୋନା ପଜିଟିଭ ରିପୋର୍ଟ ଆସିବେ ଅନେକ ଅଭିନେତା ଓ ଅଭିନେତ୍ରୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଅଭିନେତା ସବ୍ୟସାଚୀ ମିଶ୍ର , ଦେବାଶିଷ ପାତ୍ର ଓ ଅଭିନେତ୍ରୀ ଅନୁ ଚୌଧୁରୀ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031