Indus Valley Times

କରୋନା ଚିକିତ୍ସାରୁ ମୁକ୍ତ ହେଲେ ଆୟୁଷ ଡାକ୍ତର

 Breaking News

କରୋନା ଚିକିତ୍ସାରୁ ମୁକ୍ତ ହେଲେ ଆୟୁଷ ଡାକ୍ତର

December 02
20:20 2020

ଭୁବନେଶ୍ୱର,୨/୧୨: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ହ୍ରାସ ପାଉଛି । ଏଭଳି ସ୍ଥିତିରେ କୋଭିଡ ଚିକିତ୍ସାରୁ ଆୟୁଷ ଡାକ୍ତରମାନଙ୍କୁ ମୁକ୍ତ କରିଛନ୍ତି ରାଜ୍ୟ ସରକାର। ବିଗତ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ବଢୁଥିବା ବେଳେ ରାଜ୍ୟ ସରକାର ଆୟୁଷ ଡାକ୍ତରମାନଙ୍କୁ ସହାୟକ ଭାବେ ନିୟୋଜିତ କରିଥିଲେ । କରୋନା ରୋଗୀଙ୍କୁ ଚିକିତ୍ସା କ୍ଷେତ୍ରରେ ଆୟୁଷ ଡାକ୍ତରଙ୍କ ଭୁମିକା ଗୁରୁତ୍ୱ ପୁର୍ଣ୍ଣ ରହିଥିଲା ।
ସେହିଭଳି କରୋନା ଆକ୍ରାନ୍ତଙ୍କ ଘର ସମ୍ମୁଖରେ କୋଭିଡ-୧୯ ପୋଷ୍ଟର ଆଉ ଲଗାଯିବାର ଆବଶ୍ୟକ ନାହିଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ, ପୌରପାଳିକା କମିସନର ଓ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031