Indus Valley Times

କରୋନା ପଜିଟିଭ ଚିହ୍ନଟ ହେଲେ ଲିଙ୍ଗରାଜ ମନ୍ଦିର ସେବାୟତ

 Breaking News

କରୋନା ପଜିଟିଭ ଚିହ୍ନଟ ହେଲେ ଲିଙ୍ଗରାଜ ମନ୍ଦିର ସେବାୟତ

March 22
16:03 2021

ଭୁବନେଶ୍ବର, ୨୨/୩ : ଲିଙ୍ଗରାଜ ମନ୍ଦିରର ଜଣେ ସେବାୟତଙ୍କ ସମେତ ତାଙ୍କ ପରିବାରର ଅନ୍ୟ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଲକ୍ଷଣ ଜଣାପଡିବା ପରେ ଆରଟିପିସିଆର ଟେଷ୍ଟରୁ ଜଣାପଡ଼ିଛି।
ସଂକ୍ରମିତଙ୍କ କଂଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବାବେଳେ ସେମାନଙ୍କୁ ସଂଗରୋଧରେ ରଖାଯାଇଥିବା ଜଣାପଡିଛି ।

  • ଖବର ଓଡ଼ିଶା

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031