Indus Valley Times

କୋଭିଡ ପରିଚାଳନା ପାଇଁ ସିଏମସିକୁ ଦେଲେ ୧୦ କୋଟି : ମୁଖ୍ୟମନ୍ତ୍ରୀ

 Breaking News

କୋଭିଡ ପରିଚାଳନା ପାଇଁ ସିଏମସିକୁ ଦେଲେ ୧୦ କୋଟି : ମୁଖ୍ୟମନ୍ତ୍ରୀ

କୋଭିଡ ପରିଚାଳନା ପାଇଁ ସିଏମସିକୁ ଦେଲେ ୧୦ କୋଟି : ମୁଖ୍ୟମନ୍ତ୍ରୀ
May 03
17:35 2021

ଭୁବନେଶ୍ଵର, ୩/୫: କଟକ ସହରରେ କରୋନା ମହାମାରୀ ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ମହାନଗର ନିଗମ (ସିଏମସି)କୁ ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। କଟକ ମହାନଗର ନିଗମ ଅଞ୍ଚଳରେ କରୋନା ମୁକାବିଲା କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ କରାଯିବ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି।
-ସମାଜ

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031