Indus Valley Times

କ୍ରାଇମବ୍ରାଞ୍ଚକୁ କ୍ଲିନ୍ ଚିଟ୍ ଦେଲେ ଦୀପାଳି, କହିଲେ- ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି

 Breaking News

କ୍ରାଇମବ୍ରାଞ୍ଚକୁ କ୍ଲିନ୍ ଚିଟ୍ ଦେଲେ ଦୀପାଳି, କହିଲେ- ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି

କ୍ରାଇମବ୍ରାଞ୍ଚକୁ କ୍ଲିନ୍ ଚିଟ୍ ଦେଲେ ଦୀପାଳି, କହିଲେ- ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି
February 21
18:33 2023

ଭୁବନେଶ୍ୱର,୨୧/୨: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ବିରୋଧୀ ଶାସକ ଦୋଷ ଲଦାଲଦି ହେଉଛନ୍ତି। ଏହି ପ୍ରସଙ୍ଗରେ ନବ ଦାସଙ୍କ ଝିଅ ଦୀପାଳ ପ୍ରତିକ୍ରିୟା ଦେଇ କହିଛନ୍ତି, ବାପାଙ୍କ ହତ୍ୟାକୁ ରାଜନୈତିକ ପ୍ରସଙ୍ଗ ନକରାଯାଉ, ଜଣେ ଜଜ୍ଙ୍କ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି।
ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉପରେ ତାଙ୍କର ଭରସା ଅଛି ବୋଲି ସେ କହିଛନ୍ତି। ତଦନ୍ତ ରିପୋର୍ଟ ବାହାରକୁ ନ ଆସିବା ପର‌୍ୟ୍ୟନ୍ତ ସେ କିଛି କହି ପାରିବେନି ବୋଲି କହିଛନ୍ତି। ଆଗକୁ ନିର୍ବାଚନ ଲଢ଼ିବେ କି ନାହିଁ ବୋଲି ପଚରାଯିବାରୁ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାକୁ ମାନିବୁ ବୋଲି ଦୀପାଳି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031