Indus Valley Times

ଖୁସୀରେ ପଡିଲା ପାଣି,ଜାରି ହେଲା ନାଇଟ୍ କର୍ଫ୍ୟୁ

 Breaking News

ଖୁସୀରେ ପଡିଲା ପାଣି,ଜାରି ହେଲା ନାଇଟ୍ କର୍ଫ୍ୟୁ

December 31
17:30 2020

ଭୁବନେଶ୍ବର ୩୧।୧୨ : ଆଜି ରାତିରେ ନାଇଟ୍ କର୍ଫ୍ୟୁ। ରାତି ୧୦ ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ। ଏହା ସାରା ରାଜ୍ୟରେ ଲାଗୁ ହେବ । ଟ୍ବିଟ୍ କରି ସୂଚନା ଦେଲେ ଏସ୍ଆର୍ସି ପ୍ରଦୀପ ଜେନା। ତେବେ କର୍ଫ୍ୟୁ ସମୟରେ ଜାରି ରହିବ ଅତ୍ୟାବଶ୍ୟକ ସେବା। ନୂଆବର୍ଷରେ କରୋନା ସଂକ୍ରମିତ ସଂଖ୍ୟା ଯେପରି ନ ବୃଦ୍ଧି ପାଇବ, ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031