Legatus

ଗଉଡଗୋଠ ସୁଲିଆବୁଢା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଉଡଗୋଠ ସୁଲିଆବୁଢା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଉଡଗୋଠ ସୁଲିଆବୁଢା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
December 18
17:45 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୮/୧୨: ପିପୁଲସ୍ ଫୋରମ୍ ସହାୟତା ରେ ଗୈାରଗୋଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା।ଏଥିରେ ଦେଓଗାଁ ବ୍ଲକ ଏଵିଇଓ ଅଜିତ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ।ବର୍ତ୍ତମାନ ପରିସ୍ଥିତି ରେ ନିଶା ର ପ୍ରାଦୁର୍ଭାବ ବଢ଼ିଥିବା ବେଳେ ସାଧାରଣ ଜନତା ଅତିଷ୍ଠ ହୋଇ ପଡିଲେଣି।
ଦେଶର ଆଗାମୀ ଭବିଷ୍ୟତ ଯୁବ ପିଢ଼ି ମାନେ ନିଶା ଦ୍ରବ୍ୟ ଠାରୁ ଦୂରରେ ରହିବା ପାଇଁ ବିଭିନ୍ନ ବକ୍ତା ମାନେ ନିଶା ଦ୍ରବ୍ୟ ର କୁପ୍ରଭାବ ର ପରିଣାମ ଉପରେ ଦିଗଦର୍ଶନ ଦେଇଥିଲେ।
ମୁଖ୍ୟ ବକ୍ତା ଭାବେ ଦୁର୍ଯ୍ୟୋଧନ ରଣା ଯୋଗଦେଇ ନିଶା ନିବାରଣ ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ।ବଲାଙ୍ଗିର ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ର କର୍ମୀମାନେ ଉପସ୍ଥିତ ରହି ସଭା ଓ ରାଲି କରି ଜନ ସଚେତନତା କରିଥିଲେ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930