Indus Valley Times

ଗଜପତି : ସାଇବର ଅପରାଧ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ସାଇବର ଅପରାଧ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

October 22
19:37 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୨/୧୦ : ସାଇବର ସୁରକ୍ଷା ଅଭିଯାନ , ଓଡ଼ିଶା ୨୦୨୫ ଅନ୍ତର୍ଗତ ଅବସରରେ ଗଜପତି ଜିଲ୍ଲା ଆର: ଉଦୟଗିରି ସ୍ଥିତ ଅନୁଗୁର ପଞ୍ଚାୟତ ଠାରେ ସାଇବର ଅପରାଧ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆର: ଉଦୟଗିରି ପୋଲିସ ଥାନା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ଆର: ଉଦୟଗିରି ଥାନାଧିକାରୀ ମଞ୍ଚାସିନ ରହି ମୁଖ୍ୟତଃ ଆଜିକାଲି ଘଟୁଥିବା ବିଭିନ୍ନ ପ୍ରକାରର ସାଇବର ଅପରାଧ , ସାଇବର ଅପରାଧୀ ମାନେ କିଭଳି ଚତୁରତାର ସହ ଲୋକଙ୍କ ଧନ ଠକି ନେଇଥାନ୍ତି ଏବଂ ଏହି ସାଇବର ଅପରାଧକୁ କିପରି ରୋକା ଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଉପାଦେୟ ତଥ୍ୟ ସବୁ ପ୍ରଦାନ କରିଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ , ପି:ଆଇ:ଆଇ: ସଦସ୍ୟ ଏବଂ ଗ୍ରାମର ଭଦ୍ର ଲୋକମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ସାଇବର ଅପରାଧର ବିଭିନ୍ନ ଦିଗ ଉପରେ ସଚେତନ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031