Legatus

ଗଞ୍ଜାମ :କନିଷିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

 Breaking News

ଗଞ୍ଜାମ :କନିଷିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

ଗଞ୍ଜାମ :କନିଷିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର
May 09
13:09 2024

ବ୍ରହ୍ମପୁର,୯/୫: ଗଞ୍ଜାମ ଜିଲା କନିଷିଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିଛନ୍ତି। ଏଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କହିଛନ୍ତି, ଆପଣମାନେ ଏତେ ଖରାରେ ଆସିଛନ୍ତି, ବହୁତ ବହୁତ ଧନ୍ୟବାଦ। ଆପଣ ଯୋଡ଼ି ଶଙ୍ଖରେ ଭୋଟ୍ ଦେଇ ବିଧାୟକ ଏବଂ ଏମ୍ପିଙ୍କୁ ଜିତାନ୍ତୁ ଚୋର ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁନି ବୋଲି ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ କହିଛନ୍ତି।
ଉକ୍ତ ସାଧାରଣ ସଭାରେ ବ୍ରହ୍ମପୁର ବିଜେଡି ଲୋକ ସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଭାଜପା ପ୍ରାର୍ଥୀ ପ୍ରଦୀପ ପ୍ରାଣିଗ୍ରାହୀଙ୍କୁ ଟାର୍ଗେଟ କରିଛନ୍ତି। ଭୃଗୁ କହିଛନ୍ତି, ଗରିବ ପିଲାଙ୍କ ଟଙ୍କାରେ ମର୍ସିଡିଜ୍ ଚଢ଼ି ବୁଲୁଥିଲେ। ଯେଉଁ ଦଳ ସେଇ ବ୍ୟକ୍ତିଙ୍କ ବିରୋଧରେ ଆନ୍ଦୋଳନ କରିଥିଲା,ସେଇ ଦଳ ଆଜି ପ୍ରଦୀପଙ୍କୁ ପ୍ରାର୍ଥୀ କରିଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31