Indus Valley Times

ଗଣେଶ ପୂଜାରେ ଅଘଟଣ : ନାଟକ ଚାଲିଥିବା ବେଳେ ସର୍ଟସର୍କିଟରେ ୪ଜଣ ଆହତ

 Breaking News

ଗଣେଶ ପୂଜାରେ ଅଘଟଣ : ନାଟକ ଚାଲିଥିବା ବେଳେ ସର୍ଟସର୍କିଟରେ ୪ଜଣ ଆହତ

September 02
16:24 2022

ସାନଖେମୁଣ୍ଡି, ୨/୯: ଗଣେଶ ପୂଜାରେ ଅଘଟଣ । ଗଣେଷ ମେଢ଼ ନିକଟରେ ମହାଭାରତ ନାଟକ ଚାଲିଥିବା ବେଳେ ସର୍ଟସର୍କିଟରେ ୪ଜଣ ଆହତ । ଘଟଣା ଘଟିଛି ଗଂଜାମ ଜିଲ୍ଲା ପାତ୍ରପୁର ବ୍ଳକ ନୁଆପେଣ୍ଠ ଗ୍ରାମରେ । ନାଟକ ଚାଲିଥିବା ବେଳେ ପାଖରେ ଥିବା ଗୋଟିଏ ଘରେ ସର୍ଟସର୍କିଟ ହୋଇଥିଲା ।
ସେଠାରେ ବସିଥିବା ୪ ଜଣକୁ ବିଦୂତ ଝଟକା ଲାଗିଥିବା ରୁ ଆହତ ହୋଇଛନ୍ତି । ଆହତମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାତ୍ରପୁର ମେଡିକାଲରେ ଭର୍ତ୍ତି କରି ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ସଙ୍ଗେ ସଙ୍ଗେ ନାଟକ କୁ ସ୍ଥଗିତ କରାଯିବା ସହ କିଛି ସମୟ ପାଇଁ ବିଦୂତ ସରବରାହ ବିଚ୍ଛିନ୍ନ କରାଯାଇଥିଲା ।

ତେବେ କିଭଳି ବିଦ୍ୟୁତ୍ ସର୍ଟସର୍କିଟ ହେଲା ନାଟକ ଦେଖିଥିବା ଲୋକଙ୍କୁ କିଭଳି ବିଦୂତ ଆଘାତ ଲାଗିଲା ଏହାର ତଦନ୍ତ କରୁଛି ବିଦୂତ ବିଭାଗ । ଯଦି ବଡ଼ ଅଘଟଣ ଘଟିଥାନ୍ତା ଏଥିଦାୟୀ କିଏ ହେଇଥାନ୍ତା ତାହା ବର୍ତ୍ତମାନ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031