Indus Valley Times

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୨ଟି କରୋନା ଚିହ୍ନଟ, ୮୩ ଜଣ ୦ରୁ ୧୮ ବର୍ଷ ମଧ୍ୟରେ ଶିଶୁ ଓ କିଶୋର

 Breaking News

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୨ଟି କରୋନା ଚିହ୍ନଟ, ୮୩ ଜଣ ୦ରୁ ୧୮ ବର୍ଷ ମଧ୍ୟରେ ଶିଶୁ ଓ କିଶୋର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୨ଟି କରୋନା ଚିହ୍ନଟ, ୮୩ ଜଣ ୦ରୁ ୧୮ ବର୍ଷ ମଧ୍ୟରେ ଶିଶୁ ଓ କିଶୋର
February 23
11:06 2022

ଭୁବନେଶ୍ୱର, ୨୩/୨: ରାଜ୍ୟରେ କରୋନା ମାମଲା ଧୀରେ ଧୀରେ କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୨ଟି କରୋନା ମାମଲା ଚିହ୍ନଟ ହୋଇଛି।ଏମାନଙ୍କ ମଧ୍ୟରେ ୮୩ ଜଣ ୦ରୁ ୧୮ ବର୍ଷ ମଧ୍ୟରେ ରହିଥିବାବେଳେ ସଙ୍ଗରୋଧରୁ ୧୯୬ ଓ ସ୍ଥାନୀୟ ସଂକ୍ରମଣରେ ୧୪୬ ଜଣ ରହିଛନ୍ତି ।
ସୁନ୍ଦରଗଡରୁ ସର୍ବାଧିକ ୩୯ଜଣ, ଖୋର୍ଦ୍ଧାରୁ ୩୨, ସମ୍ବଲପୁରରୁ ୨୪, ରାୟଗଡ଼ାରୁ ୧୪, ମୟୁରଭଞ୍ଜରୁ ୧୪, କେନ୍ଦ୍ରାପଡ଼ାରୁ ୧୬, ଯାଜପୁରରୁ ୨୦ , ଗଜପତିରୁ ୨୯, କଟକରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି ।ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୨ ଲକ୍ଷ ୮୩ ହଜାର ୬୩୯ରେ ପହଂଚିଥିବାବେଳେ ଏଥିରୁ ୧୨ ଲକ୍ଷ ୭୦ ହଜାର ୨୨୧ ଜଣ ସୁସ୍ଥ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031