Indus Valley Times

ଗତ ୨୪ ଘଣ୍ଟା ରେ ରାଜ୍ୟରେ ୩,୬୫୦ କରୋନା ସଂକ୍ରମିତ ଚିହ୍ନଟ ; ସର୍ବାଧିକ ଖୋର୍ଦ୍ଧାରୁ ୬୦୪ ଜଣ

 Breaking News

ଗତ ୨୪ ଘଣ୍ଟା ରେ ରାଜ୍ୟରେ ୩,୬୫୦ କରୋନା ସଂକ୍ରମିତ ଚିହ୍ନଟ ; ସର୍ବାଧିକ ଖୋର୍ଦ୍ଧାରୁ ୬୦୪ ଜଣ

June 24
10:23 2021

ଭୁବନେଶ୍ୱର, ୨୪/୬ : ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩, ୬୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୩୬୫୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୦୯୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୧୫୫୨।
୩, ୬୫୦ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୦୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୮୫, ଯାଜପୁରରୁ ୩୩୨, ବାଲେଶ୍ୱରରୁ ୨୭୮, ଭଦ୍ରକରୁ ୧୭୦, ମୟୂରଭଂଜରୁ ୧୪୫, ଜଗତସିଂହପୁରରୁ ୧୩୮, ନୟାଗଡ଼ରୁ ୧୨୨, ଅନୁଗୁଳରୁ ୧୧୨, ଢେଙ୍କାନାଳରୁ ୧୧୦, ସୁନ୍ଦରଗଡ଼ରୁ ୧୦୬, କେନ୍ଦ୍ରାପଡ଼ାରୁ ୧୦୬, କୋରାପୁଟରୁ ୧୦୪ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏହାବାଦ ବରଗଡ଼ରୁ ୪୫, , ବଲାଙ୍ଗିରରୁ ୧୬, ବୌଦ୍ଧରୁ ୪୧, , ଦେବଗଡ଼ରୁ ୪, ଗଜପତିରୁ ୮, ଗଂଜାମରୁ ୧୪, , ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୨୩ ଆକ୍ରାନ୍ତ ହୋଇଛନ୍ତି।
ସେହିପରି କନ୍ଧମାଳରୁ ୨୬, କେନ୍ଦୁଝରରୁ ୬୮, ମାଲକାନଗିରିରୁ ୬୭, ନବରଙ୍ଗପୁରରୁ ୬୯, ନୂଆପଡ଼ାରୁ ୧୦, ପୁରୀରୁ ୧୮୭, ରାୟଗଡ଼ାରୁ ୧୦୬, ସମ୍ବଲପୁରରୁ ୩୫, ସୁବର୍ଣ୍ଣପୁରରୁ ୨୨, ଷ୍ଟେଟପୁଲରୁ ୮୯ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୯ ହଜାର ୪୮୦ ସାମ୍ପଲ୍ ଟେଷ୍ଟ ହୋଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୦ ହଜାର ୫୯୬ରେ ପହଞ୍ଚିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031