Indus Valley Times

ଗାଈ ଗୁହାଳ ପାଇଁ ୫ ହଜାର ଲାଞ୍ଚ ନେଉଥିଲେ ଯନ୍ତ୍ରୀ, ମାଡ଼ିବସିଲା ଭିଜିଲାନ୍ସ

 Breaking News

ଗାଈ ଗୁହାଳ ପାଇଁ ୫ ହଜାର ଲାଞ୍ଚ ନେଉଥିଲେ ଯନ୍ତ୍ରୀ, ମାଡ଼ିବସିଲା ଭିଜିଲାନ୍ସ

ଗାଈ ଗୁହାଳ ପାଇଁ ୫ ହଜାର ଲାଞ୍ଚ ନେଉଥିଲେ ଯନ୍ତ୍ରୀ, ମାଡ଼ିବସିଲା ଭିଜିଲାନ୍ସ
September 27
16:40 2024

କୋରାପୁଟ, ୨୭/୯: ପୁଣି ଜଣେ ସରକାରୀ ଅଧିକାରୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । କୋରାପୁଟ ଜିଲ୍ଲା କୁଣ୍ଡୁରା ବ୍ଲକ୍ ସହକାରୀ ଯନ୍ତ୍ରୀ ଶ୍ରୀମତି ଭାନୁମତି ଟୁଡୁଙ୍କୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଧରିଛି ।
ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗକାରୀଙ୍କଠାରୁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ପରେ ଏହାକୁ ଗ୍ରହଣ କରିଥିଲେ । ଏକ ବିଲ ପାସ କରାଇ ଦେବାକୁ ସେ ଏହି ଟଙ୍କା ନେଉଥିଲେ ବୋଲି ଜଣାପଡ଼ିଛି । ଧରାପଡ଼ିବା ପରେ ସହକାରୀ ଯନ୍ତ୍ରୀଙ୍କର ତିନୋଟି ଠିକଣାରେ ଚଢାଉ କରାଯାଉଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30