Indus Valley Times

ଗ୍ରୀଷ୍ମ ପ୍ରବାହକୁ ଦେଖି ଗଣଶିକ୍ଷା ବିଭାଗର ନୂଆ ଗାଇଡଲାଇନ୍

 Breaking News

ଗ୍ରୀଷ୍ମ ପ୍ରବାହକୁ ଦେଖି ଗଣଶିକ୍ଷା ବିଭାଗର ନୂଆ ଗାଇଡଲାଇନ୍

ଗ୍ରୀଷ୍ମ ପ୍ରବାହକୁ ଦେଖି ଗଣଶିକ୍ଷା ବିଭାଗର ନୂଆ ଗାଇଡଲାଇନ୍
March 01
22:30 2024

ଭୁବନେଶ୍ୱର,୧/୩: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଲାଣି। ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗର ନୂଆ ଗାଇଡ୍ଲାଇନ ଜାରି କରିଛି। ଅତ୍ୟଧିକ ଖରା ହେବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚେତନତା ମୂଳକ ପଦକ୍ଷେପ ନେଇଛି।
ପ୍ରତ୍ୟେକ ବିଦ୍ୟାଳୟ, କଲେଜ ଓ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରଙ୍କ ପାଇଁ କର୍ତ୍ତୃପକ୍ଷ ପିଇବା ପାଣି ବ୍ୟବସ୍ଥା କରିବେ ।
ଆବଶ୍ୟକ ସ୍ଥଳେ ଓଆରଏସ୍ ବ୍ୟବସ୍ଥା କରିବେ । ଅତ୍ୟଧିକ ଖରାକୁ ଦୃଷ୍ଟିରେ ରଖି ଆଉଟ ଡୋର୍ କାର୍ଯ୍ୟକ୍ରମ ବନ୍ଦ କରିବା ସହ ଅଭିଭାବକମାନେ ନିଜ ପିଲାମାନଙ୍କୁ ସ୍କୁଲ ବ୍ୟାଗରେ ପାଣି ବୋତଲ ଦେଇ ଛାଡ଼ିବେ। ସ୍କୁଲ କର୍ତ୍ତୃପକ୍ଷ ପିଲାମାନଙ୍କୁ ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ସଚେତନତା ଟିପ୍ସ ମଧ୍ୟ ଦେବେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031