Indus Valley Times

ଘରୋଇ ଲାବୋରୋଟୋରି ପାଇଁ ବିଜ୍ଞପ୍ତି ଜାରି କଲେ ରାଜ୍ୟ ସରକାର, ଆର୍ଟି-ପିସିଆର୍ ଟେଷ୍ଟ୍ ପାଇଁ ସର୍ବାଧିକ ୪୦୦ ଟଙ୍କା

 Breaking News

ଘରୋଇ ଲାବୋରୋଟୋରି ପାଇଁ ବିଜ୍ଞପ୍ତି ଜାରି କଲେ ରାଜ୍ୟ ସରକାର, ଆର୍ଟି-ପିସିଆର୍ ଟେଷ୍ଟ୍ ପାଇଁ ସର୍ବାଧିକ ୪୦୦ ଟଙ୍କା

December 02
19:40 2020

ଭୁବନେଶ୍ବର,୨/୧୨: କରୋନା ପରିକ୍ଷା କରୁଥିବା ଘରୋଇ ଲାବୋରୋଟୋରିଗୁଡିକ ପାଇଁ ଦର ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଘରୋଇ ଲାବୋରୋଟୋରିଗୁଡ଼ିକ କରୋନା ରୋଗୀଙ୍କ ଠାରୁ ଅଧିକ ଟଙ୍କା ନେଉଥିବା ଅଭିଯୋଗ ଆସିବା ପରେ ସରକାର ବୁଧବାର ଦିନ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ବିଜ୍ଞପ୍ତିରେ କୁହାଯାଇଛି, କୋଭିଡ୍-୧୯ ଆର୍ଟି-ପିସିଆର୍ ଟେଷ୍ଟ୍ ପାଇଁ ଘରୋଇ ଲାବୋରୋଟୋରିଗୁଡ଼ିକ ସର୍ବାଧିକ ୪୦୦ ଟଙ୍କା ନେଇପାରିବେ। ଏହା ଠାରୁ ଅଧିକ ଟଙ୍କା ନେଇପାରିବେ ନାହିଁ। ଏହି ୪୦୦ ଟଙ୍କା ମଧ୍ୟରେ ଜିଏସ୍ଟି ମଧ୍ୟ ଅନ୍ତଭୁର୍କ୍ତ ରହିବା ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930