Indus Valley Times

ଚର୍ଚ୍ଚାରେ ଐଶ୍ୱର୍ଯ୍ୟା : ମାତ୍ର ୨୧,୯୬୦ ଟଙ୍କା ଟ୍ୟାକ୍ସ ନଦେବାରୁ ଘରୁକୁ ଗଲା ନୋଟିସ୍

 Breaking News

ଚର୍ଚ୍ଚାରେ ଐଶ୍ୱର୍ଯ୍ୟା : ମାତ୍ର ୨୧,୯୬୦ ଟଙ୍କା ଟ୍ୟାକ୍ସ ନଦେବାରୁ ଘରୁକୁ ଗଲା ନୋଟିସ୍

ଚର୍ଚ୍ଚାରେ ଐଶ୍ୱର୍ଯ୍ୟା : ମାତ୍ର ୨୧,୯୬୦ ଟଙ୍କା ଟ୍ୟାକ୍ସ ନଦେବାରୁ ଘରୁକୁ ଗଲା ନୋଟିସ୍
January 17
21:45 2023

ନୂଆଦିଲ୍ଲୀ, ୧୭/୧: ପୁଣି ଚର୍ଚ୍ଚାରେ ବିଶ୍ୱ ସୁନ୍ଦରୀ ଐଶ୍ୱର‌୍ୟ୍ୟା ରାୟ ବଚ୍ଚନ । ଐଶ୍ୱର‌୍ୟ୍ୟା ବର୍ଷେ ହେଲାଣି ତାଙ୍କ ଜମିର ଟ୍ୟାକ୍ସ ପୈଠ କରିନଥିବା ଅଭିଯୋଗ ଆସିଛି । ନାସିକର ସିନ୍ନର ତହସିଲଦାର ଏନେଇ ଐଶ୍ୱର‌୍ୟ୍ୟା ରାୟଙ୍କୁ ନୋଟିସ୍ କରିଛନ୍ତି । ଗତ ୯ ତାରିଖରେ ଐଶ୍ୱର‌୍ୟ୍ୟାଙ୍କୁ ନାସିକ ତହସିଲଦାର ନୋଟିସ୍ ପଠାଇଛନ୍ତି । ନୋଟିରେ ଦର୍ଶାଯାଇଛି ଯେ ସିନ୍ନର ଅଦୱାଡୀ ଶିବରାତରେ ଐଶ୍ୱର‌୍ୟ୍ୟାଙ୍କ ୧ହେକ୍ଟର ଜିମି ଅଛି ଯ।।ହର ଟ ପୈଠ କରିନାହାଁନ୍ତି ସେ । ୨୧ ହଜାର ୯୬୦ ଟଙ୍କା ପୈଠ କରିବାକୁ ସିନ୍ନର ଦହସିଲଦାର ନୋଟିସ୍ କରିଛନ୍ତି । କିନ୍ତୁ ଏହି ନୋଟିସ୍ ଐଶ୍ୱର‌୍ୟ୍ୟାଙ୍କ ପାଖରେ ପହଁଞ୍ଚିଛି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ପରନ୍ତୁ ବକେୟା ଶୁକ୍ଲ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଅସୁଲ କରିବାକୁ ରାଜସ୍ୱ ବିଭାଗ ପଦକ୍ଷେପ ନେଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031