Indus Valley Times

ଚଳିତ ବର୍ଷ ହେବନି ଭୁବନେଶ୍ୱର ବାଲିଯାତ୍ରା : ଡିସିପି

 Breaking News

ଚଳିତ ବର୍ଷ ହେବନି ଭୁବନେଶ୍ୱର ବାଲିଯାତ୍ରା : ଡିସିପି

ଚଳିତ ବର୍ଷ ହେବନି ଭୁବନେଶ୍ୱର ବାଲିଯାତ୍ରା : ଡିସିପି
November 14
16:00 2021

ଭୁବନେଶ୍ୱର, ୧୪/୧୧ : ଚଳିତ ବର୍ଷ ହେବନି ଭୁବନେଶ୍ୱର ବାଲିଯାତ୍ରା । କଟକ ବାଲିଯାତ୍ରା ନହେବା ନେଇ ବିଜ୍ଞପ୍ତି ଜାରି ହେବା ପରେ ଏବେ ଭୁବନେଶ୍ବର ମଧ୍ୟ ଚଳିତ ବର୍ଷ ବାଲିଯାତ୍ରା ହେବନାହିଁ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ।
କୋଭିଡ କଟକଣା ପାଇଁ ବାଲିଯାତ୍ରାକୁ ଅନୁମତି ଦେଲାନି କମିଶନରେଟ ପୋଲିସ । ଗତ ବର୍ଷ ମଧ୍ୟ ମହାମାରୀ କାରଣରୁ ଭୁବନେଶ୍ବର ଏବଂ କଟକ ଉଭୟ ବାଲିଯାତ୍ରା ବନ୍ଦ ରହିଥିଲା । ତେବେ ଏ ବର୍ଷ ମଧ୍ୟ କୋଭିଡ କଟକଣା କାରଣରୁ ବାଲିଯାତ୍ରା ହେବ ନାହିଁ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031