Indus Valley Times

ଚିଲିକା ମୁହାଣରେ ବୁଡି ଝାଡ଼ଖଣ୍ଡ ପର୍ଯ୍ୟଟକ ମୃତ

 Breaking News

ଚିଲିକା ମୁହାଣରେ ବୁଡି ଝାଡ଼ଖଣ୍ଡ ପର୍ଯ୍ୟଟକ ମୃତ

ଚିଲିକା ମୁହାଣରେ ବୁଡି ଝାଡ଼ଖଣ୍ଡ ପର୍ଯ୍ୟଟକ ମୃତ
December 21
18:51 2025

ଖୋର୍ଦ୍ଧା,୨୧/୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ ।
ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବରପାଇ ଅଗ୍ନିଶମ ବିଭାଗ ପହଞ୍ଚି ବାଘମୁଣ୍ଡା କୂଳରୁ ମତଦେହ ଉଦ୍ଧାର କରିଛି । ବାଘମୁଣ୍ଡା କୂଳରୁ ମୃତଦେହ ଉଦ୍ଧାର ହୋଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031