Indus Valley Times

ଜଟଣୀ ବିଏସ୍‌ଏଫ କ୍ୟାମ୍ପ୍ ରୁ ଦୁଇ ଜଣ ଯବାନ କରୋନା ସଂକ୍ରମିତ ଚିହ୍ନଟ

 Breaking News

ଜଟଣୀ ବିଏସ୍‌ଏଫ କ୍ୟାମ୍ପ୍ ରୁ ଦୁଇ ଜଣ ଯବାନ କରୋନା ସଂକ୍ରମିତ ଚିହ୍ନଟ

ଜଟଣୀ ବିଏସ୍‌ଏଫ କ୍ୟାମ୍ପ୍ ରୁ ଦୁଇ ଜଣ ଯବାନ କରୋନା ସଂକ୍ରମିତ ଚିହ୍ନଟ
July 12
09:43 2020

ଖୋର୍ଦ୍ଧା,୧୨/୭: ଖୋର୍ଦ୍ଧା ଜିଲ୍ଲା ଜଟଣୀ ବିଏସ୍‌ଏଫ୍ କ୍ୟାମ୍ପ୍ରେ ୨ଜଣ ଯବାନଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏ ନେଇ ଜିଲ୍ଲାପାଳ ସୀତାଂଶୁ ରାଉତ ସୂଚନା ଦେଇଛନ୍ତି।
କ୍ୟାମ୍ପରୁ ୨୪୫ ଜଣଙ୍କ ସ୍ୱାବ୍ ଟେଷ୍ଟ୍ ହୋଇଥିବା ବେଳେ ୨ ଜଣ ଯବାନ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଂକ୍ରମିତ ଦୁଇ ଯବାନ କ୍ୱାରେଣ୍ଟିନ୍ରେ ଥିଲେ। ସ୍ୱାବ୍ ଟେଷ୍ଟ୍ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛଇ। ତେଣୁ କ୍ୟାମ୍ପ ସାନିଟାଇଜ ହେବା ଦରକାର ନାହିଁ ବୋଲି କୁହାଯାଇଛି। କିନ୍ତୁ ସଂକ୍ରମିତ ୨ ଯବାନ ରହୁଥିବା ରୁମ୍ର ଅନ୍ୟମାନଙ୍କର ୫ ଦିନ ପରେ ପୁଣି ଥରେ ସ୍ୱାବ୍ ଟେଷ୍ଟ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031