Indus Valley Times

ଜିଲ୍ଲା ଶିଶୁସୁରକ୍ଷା ୟୁନିଟ୍ ଓ ବୌଦ୍ଧଙ୍କ ସହଭାଗିତାରେ ସ୍ଥାନୀୟ ଶିଶୁ ଗୃହ ଅନୁଷ୍ଠାନ ରାମକୃଷ୍ଣ ବାଳଶ୍ରମ୍ ପରିଦର୍ଶନ

 Breaking News

ଜିଲ୍ଲା ଶିଶୁସୁରକ୍ଷା ୟୁନିଟ୍ ଓ ବୌଦ୍ଧଙ୍କ ସହଭାଗିତାରେ ସ୍ଥାନୀୟ ଶିଶୁ ଗୃହ ଅନୁଷ୍ଠାନ ରାମକୃଷ୍ଣ ବାଳଶ୍ରମ୍ ପରିଦର୍ଶନ

August 30
21:15 2022

ବୌଦ୍ଧ, ୩୦/୮: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବୌଧ ଙ୍କ ସହଭାଗିତା ରେ ସ୍ଥାନୀୟ ଶିଶୁ ଗୃହ ଅନୁଷ୍ଠାନ ରାମକୃଷ୍ଣ ବାଳଶ୍ରମ୍,ବୀରନରସିଂହପୁର ଏବଂ ହର୍ଭେଷ୍ଟ ବ୍ଲେସିଂ ହୋମ,ସାନବାଗ ବର୍ ଅନୁଷ୍ଠାନ ର ଶିଶୁମାନେ ବୌଦ୍ଧ ସ୍ତିତ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ, ସରକାରୀ ବହୁବୃତି ଶିକ୍ଷା ପ୍ରତିଷ୍ଠାନ ଏବଂ ଜନ ଶିକ୍ଷଣ ସଂସ୍ଥାନ,ବୌଦ୍ଧଙ୍କ ପରିଦର୍ଶନ ରେ ଯାଇଥିଲେ ।
ଏହି ପରିଦର୍ଶନ କାର୍ଯ୍ୟକ୍ରମ ରେ ଶିଶୁ ମାନେ ବିଭିନ୍ନ ଧନ୍ଦା ମୂଳକ ପାଠ୍ୟକ୍ରମ ବିଷୟରେ ସମ୍ୟକ୍ ଧାରଣା ପାଇଥିଲେ ଏହା ବ୍ୟତୀତ ଶିଶୁ ମାନେ ବିଭିନ୍ନ ଯନ୍ତ୍ର ଗୁଡ଼ିକର କାର୍ଯ୍ୟଶୈଳି ଉପରେ ଧାରଣା ପାଇଥିଲେ ।
ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବୌଦ୍ଧର ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ମଲ୍ଲିକ ଏବଂ ରାମକୃଷ୍ଣ ବାଲା ଶ୍ରମ ର ନୀଳାଚଳ ପ୍ରଧାନ ଏବଂ ହାର୍ଭେଷ୍ଟ ବ୍ଲେସିଙ୍ଗ ହୋମ ର ଅନନ୍ତ ସୁନା ଶିଶୁ ମାନଙ୍କୁ ସହଯୋଗ କରି ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031