Legatus

ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ବୌଦ୍ଧ ଦ୍ଵାରା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

 Breaking News

ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ବୌଦ୍ଧ ଦ୍ଵାରା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

January 31
17:55 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୧/୧: ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ବୌଦ୍ଧ ଦ୍ଵାରା ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି ।
ଗତ ଡିସେମ୍ବର ମାସ ୧୦ ତାରିଖ ରେ ଯୋଗେନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ବୌଦ୍ଧ ଠାରେ ହୋଇ ଥିବା ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଆଜି ଜିଲ୍ଲାପାଳ ସମ୍ମାନୀତ କରିଛନ୍ତି ।
୫ରୁ ୮ ବର୍ଷ ବୟସ ଗ୍ରୁପ୍ ରେ ପ୍ରିପୋଲ ପ୍ରିୟଦର୍ଶିନୀ ନାୟକ ପ୍ରଥମ, ଆରୀୟା ଅସ୍ଵତି ପାଣିଗ୍ରାହୀ ଦ୍ୱାତୀୟ, ଶକ୍ତି ପାଣ୍ଡେ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
୯ରୁ ୧୨ ବର୍ଷ ବୟସ ଗ୍ରୁପ ରେ ସ୍ମୁତି ସ୍ୱରୂପା ହାତୀ ପ୍ରଥମ, ସୁରମୟା ସାମିଲ ସାସିନି ଦ୍ୱିତିୟ, ପ୍ରୀୟଂଶି ସାହୁ ତୃତୀୟ, ୧୩ ରୁ ୧୬ ବୟସ ଗ୍ରୁପ୍ ରେ ସ୍ଵୟଂ ସୂର‌୍ୟମ ସସିନି ପ୍ରଥମ, ମନସ ମଞ୍ଜିତ୍ ଭୋଇ ଦ୍ଵିତୀୟ, ସ୍ଵସ୍ତିକ ସୁଚିନ୍ତନ୍ ପ୍ରଧାନ ତୃତାୟ ସ୍ଥାନ ଅଧିକାର କରିଛନ୍ତି ।
ଭିନ୍ନକ୍ଷମ ମାନଙ୍କ ମଧ୍ୟରେ ଅବିନାଶ ବସ୍ତିଆ, ନୃସିଂହ ଦେବ ମହାଳିକ, ଲିପି ମହାକୁଡ, ରଚନା କହଁର, ଅଜୟ ନାୟକ, ସୁଧୀର ମହାକୁଡ ପ୍ରମୁଖ ଙ୍କୁ ସମ୍ମାନିତ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31