Indus Valley Times

ଟିକା ପାଇଁ ଲମ୍ବା ଲାଇନ୍ ; ଏଠି ପଥର ଜଗିଛି କରୋନା ଟିକା ଟୋକନ୍‌

 Breaking News

ଟିକା ପାଇଁ ଲମ୍ବା ଲାଇନ୍ ; ଏଠି ପଥର ଜଗିଛି କରୋନା ଟିକା ଟୋକନ୍‌

June 21
20:18 2021

କାମାକ୍ଷାନଗର ୨୧/୬: ଆଜିଠାରୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମେଡିକାଲରେ ୧୮ବର୍ଷରୁ ଉର୍ଦ୍ଧ୍ବ ବୟସ ପାଇଁ ଟିକାକରଣ ଆରମ୍ଭ ହୋଇଛି। ଯେଉଁଥି ପାଇଁ ଲମ୍ବା ଧାଡିରେ ଲୋକଙ୍କ ବଦଳରେ କାଗଜ ଚିଠାର ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ପୂର୍ବରୁ ୧୮ବର୍ଷରୁ ଟିକା ପାଇଁ ସ୍ଲଟ୍ ବୁକିଙ୍ଗ କରିବାକୁ ପଡୁଥିବା ବେଳେ ଆଜିଠାରୁ ସିଧା ସଳଖ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ନେଇ ପାରିବେ ।
ସରକାରଙ୍କ ଘୋଷଣା ପରେ ଆଜି କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ଲୋକମାନେ ଛାଇରେ ଛିଡା ହେବା ସାଙ୍ଗକୁ କାଗଜପତ୍ର ମଧ୍ୟରେ ନମ୍ବର କରି ଲମ୍ବା ଧାଡି ହୋଇଥିବା ଦେଖିବାକୁ ମିଳିଥିଲା । ଟିକା ନେବାକୁ ଆସିଥିବା ଯୁବକ ଯୁବତୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031