Indus Valley Times

ଢେଙ୍କାନାଳରେ ଖୋଲିଲା ‘ଚାଉଳ ଏଟିଏମ୍‌; ଏଣିକି ୨୪ ଘଣ୍ଟା ଫିଙ୍ଗରପ୍ରିଣ୍ଟରେ ମିଳିବ ରାସନ ଚାଉଳ

 Breaking News

ଢେଙ୍କାନାଳରେ ଖୋଲିଲା ‘ଚାଉଳ ଏଟିଏମ୍‌; ଏଣିକି ୨୪ ଘଣ୍ଟା ଫିଙ୍ଗରପ୍ରିଣ୍ଟରେ ମିଳିବ ରାସନ ଚାଉଳ

August 31
18:32 2026

ଢେଙ୍କାନାଳ,୩୧/୮ : ଭୁବନେଶ୍ୱର, ଝାରସୁଗୁଡା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌। ସୋମବାର ସ୍ଥାନୀୟ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଚାଉଳ ଏଟିଏମ୍‌ର ଶୁଭାରମ୍ଭ କରିଛନ୍ତି। ହିତାଧିକାରୀଙ୍କ ପାଇଁ ୨୪ ଘଣ୍ଟା ଏହି ସେବା ଉପଲବ୍ଧ ହେବ।
ପିଙ୍ଗର ପ୍ରିଣ୍ଟ ଏବଂ କାର୍ଡ ନମ୍ବର ପକାଇ ହିତାଧିକାରୀ ଏଟିଏମ୍‌ରୁ ଚାଉଳ ଉଠାଇ ପାରିବେ। ଆଗକୁ ରାଜ୍ୟର ପ୍ରତ୍ୟେକ ଜିଲାରେ ଚାଉଳ ଏଟିଏମ୍ ଖୋଲିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031